Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୫ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ଏତେଟା ଥଣ୍ଡା ଅନୁଭୂତ ନହେଉଥିବା ବେଳେ ଶୁକ୍ରବାର ରାତିଠାରୁ ଶୀତର ମାତ୍ରା ବଢିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇବେଳେ ଫୁଲବାଣୀରେ ଆଜି…

ପାରାଦୀପରୁ ଧରାପଡିିଲା ବିରଳ ପ୍ରଜାତି ମାଛ, ଦେଖନ୍ତୁ ଭିଡିଓ

ପାରାଦୀପ: ପାରାଦୀପ ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତ ଗୁରୁବାର ସଂଧ୍ୟାରେ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଦେଖନ୍ତୁ ଭିଡିଓ:- https://youtu.be/_37puDe1vsQ ପ୍ରାପ୍ତ ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟର ମସ୍ର‌୍ୟଜିବୀ ମାନେ ଟଲର…

ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଜିଣିଲେ ସ୍ୱର୍ଣ୍ଣ ପଦକ

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଏକ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଝିଲ୍ଲୀ ମହିଳା ୪୫ କେଜି ବର୍ଗରେ ୧୫୧ କିଲୋଗ୍ରାମ ଓଜନର ଭାର ଉଠାଇ ଏହି ସଫଳତା…

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଆରମ୍ଭ କରିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଆଜି ରାତି ୭ଟା ବେଳେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ପୋଲିସ ପକ୍ଷରୁ…

କ’ଣ ଖାଇଲେ ମସ୍ତିଷ୍କ ରହିବ ସୁସ୍ଥ ଓ ସତେଜ, ଜାଣନ୍ତୁ…

ଆଜିକାଲି ବହୁତ ଲୋକ ସୁନ୍ଦର ଦେଖାଯିବା ସହ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଈଁ ଇଛା କରିଥାନ୍ତି । ସୁସ୍ଥ ମସ୍ତିଷ୍କ ସେମାନଙ୍କ ପାଖରେ ଥାଏ ଯିଏ ଭଲ ଆହାର ବା ଖାଦ୍ୟ ନେଇଥାଏ । ଆମକୁ ସବୁବେଳେ ପ୍ରତି କ୍ଷେତ୍ରରେ tension ଲାଗି ରହୁଛି । ଯାହା ଫଳରେ ଅନେକ କିଛି ଖାଦ୍ୟପେୟ ଭୁଲିଯାଉଚୁ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୬-୧୨-୨୦୧୯ ଶୁକ୍ରବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା୦୬ ରିଖ ଶୁକ୍ରବାର ବିଛା ୨୦ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ…

ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେଉଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା କରିଛନ୍ତି । ଲୋକସେବା ଭବନରେ ଗୁରୁବାର ଦିନ ଉପସ୍ଥିତ…

ରିଜର୍ଭ ବ୍ୟାଙ୍କ ହ୍ରାସ କଲାନାହିଁ ରେପୋ-ରେଟ; ଚଳିତ ବିତ୍ତବର୍ଷରେ ଅଭିବୃଦ୍ଧି ହାର ରହିବ ୫ ପ୍ରତିଶତ

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତି ପରେ ରେପୋ ରେଟ ୫.୧୫, ରିଭର୍ସ ରେପୋ ରେଟ ୪.୯୦ ପ୍ରତିଶତ ଓ ବ୍ୟାଙ୍କ ରେଟ ୫.୪୦ ପ୍ରତିଶତ । ଅନୁମାନ କରାଯାଉଥିଲା ଯେ ଆରବିଆଇ ଏଥର ମଧ୍ୟ ରେପୋ ରେଟ ରେ କମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗୁରୁବାର ଦିନ ନୀତିଗତ ଦରରେ କୌଣସି…