Latest Odisha News

BREAKING NEWS

ପାଲା ଜଗତର ସାରସ୍ୱତ ସାଧକ; ରଘୁନାଥ ଜେନାମଣି

ଭୁବନେଶ୍ୱର: ପେଶା ତାଙ୍କର ଶିକ୍ଷକତା, ହେଲେ ନିଶା ପାଲା । ସେ ହେଉଛନ୍ତି ବରିଷ୍ଠ ପାଲା ଗାୟକ ରଘୁନାଥ ଜେନାମଣି । ରାଜଧାନୀ ଉପକଣ୍ଠରେ ଘର, ଉଚ୍ଚଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ପାଲା ମାଧ୍ୟମରେ ସାହିତ୍ୟ ସାଧନାରେ ସେ ବ୍ରତୀ ହେଲେ । ୧୯୫୬ ମସିହା ଜାନୁଆରି ୨୧…

ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ ଅପେକ୍ଷା କରିବାକୁ ପଡିବ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାଭାଇରସ୍ ଟୀକାକୁ ସତେ ଯେପରି ଲୋକମାନେ ଚାତକ ପରି ଚାହିଁ ବସିଛନ୍ତି। ତେବେ ଲୋକଙ୍କ ଏହି ଅପେକ୍ଷାର ଅନ୍ତ ବୋଧେ ଏବେ ହେବ ନାହିଁ। ଏମ୍ସ ନିର୍ଦ୍ଦେଶକ ଡ଼. ରଣଦୀପ ଗୁଲେରିଆ ଦେଇଥିବ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ , ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ…

ମାନବିକତା: କରୋନା ଭାଇରସରେ ଫ୍ରାନ୍ସରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥି ନେଇ ଭାରତ ଆସିଲେ ଇକବାଲ

ପ୍ୟାରିସ: କରୋନା କାଳରେ ବି ମାନବିକତା ମରିନି । ଏହାକୁ ପ୍ରମାଣିତ କରିଛନ୍ତି ଇକବାଲ ସିଂ ଭଟ୍ଟି । ଫ୍ରାନ୍ସରେ କରୋନା ଭାଇରସ ଯୋଗୁ ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ଅସ୍ଥି ନେଇ ସେ ଭାରତ ଆସିଛନ୍ତି । ଏଠାରେ ସେ ପରିବାରବର୍ଗଙ୍କୁ ଏହା ହସ୍ତାନ୍ତର କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1325453981854756864?s=19 …

ବିଶିଷ୍ଟ ସମାଜବାଦୀ ନେତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। "ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତା…

ଦ୍ଵିତୀୟ ଦିନରେ ଟେରାକୋଟା ପ୍ରଦର୍ଶନୀ; କୋଭିଡ ନିୟମ ସହ ହେଉଛି ଜନ ସମାଗମ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ନଭେମ୍ବର ୬ ତାରିଖଠାରୁ ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀରେ…

ବାଂଲାଦେଶ ଟି୨୦ ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ

ଢ଼ାକା: ବାଂଲାଦେଶ ଟି୨୦ କ୍ରିକେଟ ଦଳର ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗରେ ଖେଳିପାରିବେ ନାହିଁ । ମୋଇନ ଅଲୀଙ୍କ ସ୍ଥାନରେ ମୁଲ୍ଲାତାନ ସୁଲ୍ଲତାନ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । କୌଣସି କରୋନା ଲକ୍ଷଣ ନ…

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ଟିମ୍

ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି ।  ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ଫାଇନାଲରେ ଭେଟିବ । ହାଇଦ୍ରାବାଦ ଲଗାତାର…

ନମିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଓଡିଆ ହକି ଅଲମ୍ପିଆନ୍ ନମିତା ଟପ୍ପୋ ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକଲବ୍ୟ କମିଟି ସଦସ୍ୟ ମାନେ ରବିବାର ଦିନ ସର୍ବସମ୍ମତି କ୍ରମେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ନମିତା ଟପ୍ପୋଙ୍କୁ ଚୟନ କରାଯାଇଥିଲା ।…

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ…