ବୈଜ୍ଞାନିକଙ୍କ ଦାବି; କରୋନାକୁ ହରାଇବ ଲାମା ଆଣ୍ଟିବଡ଼ି
ନୂଆଦିଲ୍ଲୀ: କରୋନା ଭୂତାଣୁ ଭଳି ମାରାତ୍ମକ ମହାମାରୀରୁ ରକ୍ଷା କରିବା ପାଇଁ ସାରା ବିଶ୍ୱରୁ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ ଟିକା ବାହାର କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ଯଦିଓ ଏପର୍ଯ୍ୟନ୍ତ କୌଣସି ଦେଶ ସଫଳ ସନ୍ଧାନ ନ କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ, ଅଧ୍ୟୟନରୁ ଜଣାପଡିଛି…