Latest Odisha News

BREAKING NEWS

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ଯାଜପୁର: ଯାଜପୁର ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଦୁର୍ଘଟଣା ଘଟାଇ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ଚାପା…

ଆରପାରିରେ ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଥିଲେ ଅଶୋକ ମହାପାତ୍ର। ଅଶୋକ ମହାପାତ୍ରଙ୍କ ହେବ…

ଏଥର ଦିୱାଲୀ ପାଳିବେନି ବଚ୍ଚନ ପରିବାର

ନୂଆଦିଲ୍ଲୀ: ପ୍ରତ୍ୟେକ ଥର ବଚ୍ଚନ ପରିବାରର ଦିୱାଲୀ ପାର୍ଟିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଚଳିତ ବର୍ଷ ବଚ୍ଚନ ପରିବାର ଦିୱାଲୀ ପାର୍ଟିର ଆୟୋଜନ କରିବେ ନାହିଁ। କରୋନା ଭୂତାଣୁ ଏବଂ କିଛି ପାରିବାରିକ ସମସ୍ୟା ହେତୁ ଦିୱାଲୀ ପାର୍ଟୀ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି…

କିନ୍ନରଙ୍କ ସମର୍ଥନରେ ଅକ୍ଷୟ କୁମାରଙ୍କ ମର୍ମସ୍ପର୍ଶୀ ଭିଡିଓ !

ମୁମ୍ବାଇ: ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍‌ରୁ ଲକ୍ଷ୍ମୀ ହୋଇଥିଲେ ବି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର୍‌ଠାରୁ ଆରମ୍ଭ କରି ଏହାର ଗୀତ ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଆସନ୍ତା ସୋମବାର ଅକ୍ଷୟଙ୍କ କମେଡି ଓ ହରର୍ ମୁଭି ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ…

ISRO ପକ୍ଷରୁ PSLV-C49 ର ସଫଳ ଉତ୍‌କ୍ଷେପଣ

ଆନ୍ଧ୍ରପ୍ରଦେଶ: ଆଜି ପୁଣି ଏକ ମାଇଲଖୁଂଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶଧବନ ଲଂଚ ପ୍ୟାଡରୁ ଏହାର ଉତ୍‌କ୍ଷେପଣ କରାଯାଇଛି । ଉତ୍‌କ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ…

ବୈଜ୍ଞାନିକଙ୍କ ଦାବି; କରୋନାକୁ ହରାଇବ ଲାମା ଆଣ୍ଟିବଡ଼ି

ନୂଆଦିଲ୍ଲୀ: କରୋନା ଭୂତାଣୁ ଭଳି ମାରାତ୍ମକ ମହାମାରୀରୁ ରକ୍ଷା କରିବା ପାଇଁ ସାରା ବିଶ୍ୱରୁ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ ଟିକା ବାହାର କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ଯଦିଓ ଏପର୍ଯ୍ୟନ୍ତ କୌଣସି ଦେଶ ସଫଳ ସନ୍ଧାନ ନ କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ, ଅଧ୍ୟୟନରୁ ଜଣାପଡିଛି…

ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ

ମାଲକାନଗିରି: ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା…

ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ: ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ଯେଉଁ ଅଭିଯୋଗ କଂଗ୍ରେସ କରୁଥିଲା ତାହା ଜୀବନଙ୍କ ଅଡିଓ ଟେପ୍ ପ୍ରମାଣିତ କରିଛି । ଚିଟଫଣ୍ଡ ସ୍କାମ୍ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା…

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ…

ସାଉଦିଆରବ ଏବଂ ପାକିସ୍ତାନର ବନ୍ଧୁତାକୁ ନେଇ ବଢିଲା ଅଡୁଆ; ସାଉଦିକୁ ୨ ବିଲିୟନ୍‌ ଡଲାର୍‌ ଋଣ ଫେରସ୍ତ କରିବ…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ କାଶ୍ମୀରକୁ ନେଇ ସୃଷ୍ଟି ‌ହୋଇଥିବା ମତଭେଦ ଏବେ ଆହୁରି ଗମ୍ଭୀର ହେଲା ଭଳି ମନେ ହେଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କାଶ୍ମୀରକୁ ନେଇ ସାଉଦି ଆରବକୁ ଚ୍ୟାଲେଞ୍ଜ କରିଛନ୍ତି। କୁରେଶୀଙ୍କ ମନ୍ତବ୍ୟରେ ରାଗିଯାଇ…