Latest Odisha News

BREAKING NEWS

ରାଜଧାନୀରେ କମୁଛି କରୋନା ସଂକ୍ରମଣ, ଆଉ ୬୪ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ବାହାରିଛନ୍ତି ଆଉ ୬୪ ଜଣ କରୋନା ପଜିଟିଭ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି । Update…

ପୁଣି ପୁରୀରେ ସକ୍ରିୟ ସେକ୍ସ ରାକେଟ୍ !

ପୁରୀ: ଓଡିଶାରେ କୋହଳ ହୋଇଛି କରୋନା କଟକଣା । ଏହି ମଉକାର ଫାଇଦା ଉଠାଇ ପୁଣିଥରେ ପୁରୀର ସକ୍ରିୟ ହୋଇଉଠିଛି ସେକ୍ସ ରାକେଟ୍ । ଆଜି ସକାଳୁ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ସି ଭ୍ୟୁ ଇନ୍‌ରୁ ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି । ସେକ୍ସ ରାକେଟ୍‌ରେ ସାମିଲ ଥିବା ୫ଜଣ ଯୁବତୀ…

ଦୀପାବଳୀ ଉପଲକ୍ଷେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତବାସୀଙ୍କୁ ବାର୍ତ୍ତା; ଏଥର ଦୀପାବଳୀ କରୋନା ବିରୁଦ୍ଧରେ ବିଜୟ…

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭର୍ଚୁଆଲ ଦିୱାଲୀ ବାର୍ତ୍ତାରେ କହିଛନ୍ତି ଯେ ଭଗବାନ ରାମ ଏବଂ ପତ୍ନୀ ସୀତା ରାବଣକୁ ପରାସ୍ତ କରି ଫେରିବା ପରେ ଲକ୍ଷ ଲକ୍ଷ ଦୀପ ଜଳାଇ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ସେହିଭଳି ଏଥର ଦିୱାଲୀ ମଧ୍ୟ ଆମେ କରୋନା ବିରୁଦ୍ଧରେ…

ଚର୍ଚ୍ଚାରେ ଭାଇରାଲ ଅଡିଓ କ୍ଲିପ୍‌, ପ୍ରତିକ୍ରିୟା ରଖିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା…

ଅଜୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଅମିତାଭ !

ମୁମ୍ବାଇ: ଖୁବଶୀଘ୍ର ଏକାଠି ଅଭିନୟ କରିବାରେ ନଜର ଆସିବେ ମେଗାଷ୍ଟାର ଅମିତାଭ ଓ ଅଜୟ ଦେବଗନ । ଫିଲ୍ମର ଟାଇଟଲ ରହିଛି "ମେ ଡେ" । ଏହି ଫିଲ୍ମ ଜରିଆରେ ପ୍ରାୟ ୭ବର୍ଷ ପରେ ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଶେଷଥର ପାଇଁ ଦୁଇ ଅଭିନେତାଙ୍କୁ ଫିଲ୍ମ ସତ୍ୟାଗ୍ରହରେ ଦେଖିବାକୁ ମିଳିଥିଲା ।…

ମହାନଦୀ ଜଳ ବିବାଦ ମାମଲା, ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ଦୁଇ ପକ୍ଷ କମନ…

ସମାଜର ରୁଢିବାଦୀ ଚିନ୍ତାଧାରାକୁ ନେଇ କରୀନାଙ୍କ ରୋକ୍‌ଠୋକ୍‌ ଜବାବ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା କପୁର ସମାଜର ରୁଢିବାଦୀ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଥିବା ନଜର ଆସିଛନ୍ତି। ତେବେ ସୂଚନା ମୁତାବକ କରୀନାଙ୍କର ଏହି ଭିଡିଓଟି ବେଶ୍…

ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର: ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମପୂରଣ ନେଇ ସୂଚନା ଦିଆଯିବ । ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଚଳିତ ମାସ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୁରଣ ପାଇଁ…

ଆସୁଛି ଭିନ୍ନ ଧରଣର ୱେବ୍ ସିରିଜ୍ “ପି ସେ ପ୍ଲେଜର”

ଭୁବନେଶ୍ୱର: ଏକ ୱେବ୍ ସିରିଜ୍‌କୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ନଜର ଆସିବେ ଦୁଇଦୁଇଜଣ ଓଡିଆ ନାୟିକା । ଦେଖିବାକୁ ମିଳିବ ବୋଲ୍ଡନେସ୍‌ର ଜବରଦସ୍ତ ତଡକା । ତେବେ ନର୍ମାଲ୍ ନୁହେଁ ବରଂ ଲେସ୍‌ବିଆନ୍ ଲଭ ଉପରେ ଆଧାରିତ ହୋଇଛି ୱେବ୍ ସିରିଜ୍‌ର କାହାଣୀ । ତେବେ ଖୁବଶୀଘ୍ର ଓଟିଟି…

ଡାଇନୋସରର ଜୀବାଶ୍ମକୁ ବଲ ଭାବି ଖେଳୁଥିଲେ ପିଲାମାନେ, ଆସନ୍ତୁ ଜାଣିବା ତାପରେ କଣ ହେଲା

ମଂଡଲା:ମଧ୍ୟପ୍ରଦେଶର ମଂଡଲା ଅଂଚଳରେ ଡାଇନୋସରଙ୍କ ଜୀବାଶ୍ମ ମିଳିଛି । ଯାହା କି ୬.୫ କୋଟି ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ ଶିକ୍ଷକ ପ୍ରଶାନ୍ତ ଶ୍ରୀବାସ୍ତବ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ଅବସରରେ ସେ ଦେଖିବାକୁ ପାଇଲେ କେତେଜଣ ପିଲା ପଥରର ଏକ ଗୋଲାକାର ବସ୍ତୁ…