Latest Odisha News

BREAKING NEWS

କେତେ ଥର ରାଜନୈତିକ ପ୍ରଚାର ପାଇଁ ବଙ୍ଗଳାର ସଂସ୍କୃତିକୁ ବ୍ୟବହାର କରିବେ; ସାଂସଦ ନୁସ୍‌ରତ ଜାହାନ୍‌

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ସୂଚନାଯୋଗ୍ୟ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅମିତ ଶାହାଙ୍କ ଟାର୍ଗେଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି। ଏବେ ଅମିତ…

ଓଡ଼ିଆ ସଂସ୍କୃତିରେ ଦୀପାବଳୀ…

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରେ ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ । ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ…

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ…

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ୱାରେଣ୍ଟାଇନ୍ ଏବଂ ୪୮ଟି…

ଚଳିତ ମାସ ୪ଟି ବଡ଼ ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଭାବେ ସକ୍ରିୟ ରହିଛନ୍ତି। ନଭେମ୍ବର ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିବେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ ଚୀନ୍…

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା…

ମହାକାଶରୁ ମତଦାନ; ଦ୍ୱିତୀୟ ଥର ପାଇଁ ମହାକାଶରୁ ଭୋଟ୍‌ ଦେଲେ କେଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବହୁତ ପ୍ରଭାବ ପକାଇଛି। ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନା ଭୟ ହେତୁ ମତଦାନରୁ ନିଜକୁ ଦୂରେଇ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲା:ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛି । ଏହି ମାମଲାରେ ରିପବ୍ଳିକ ଟିଭିର ମାଲିକ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମନ କରିବାକୁ ଯାଇ…

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ…

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଏହି ୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁଜାୟୀ କୋରାପୁଟ, ମାଲକାନଗିରି ଏବଂ ରାୟାଗଡା ଆଦି ୩ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶନିବାର ସକାଳ ୮.୩୦ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…