ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।
ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…