Latest Odisha News

BREAKING NEWS

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ମଦ, ଲକଡାଉନରେ ବି ଏହି ରାଜ୍ୟରେ ଖୋଲା ରହିବ ମଦ ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ନିଷ୍ପତ୍ତି ଯଦିଓ ବିବାଦୀୟ ତଥାପି ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ୱସ୍ତି ଦେଇଛି । ସରକାର ଏଥିରୁ ରାଜସ୍ୱ ମାଧ୍ୟମରେ ଆଶ୍ୱସ୍ତି ପାଇଥିବା ବେଳେ ଲୋକ ମଦରେ ସଉକ ଥିବା ଲୋକଙ୍କ…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁ ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇସାରିଲାଣି। ଏହାମଧ୍ୟରେ କରୋନାରେ ବଲିଉଡ୍‌ ତଥା ମରାଠୀ ଅଭିନେତ୍ରୀ ଅଭିଳାଶା ପାଟିଲଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିଳାଶାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ହୋଇଥିଲା। ଅଭିଳାଶା ବିଭିନ୍ନ ମରାଠୀ ଏବଂ…

ଆଗାମୀ ୬ରୁ ୭ ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ପ୍ରବାହ

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଅନ୍ୟପଟେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଚେତାବନୀ ଦେଲେଣି । କରୋନର ତୃତୀୟ ପ୍ରବାହ ଆସିବ, ଏହାକୁ ସମସ୍ତ ବିଶେଷଜ୍ଞ ମାନୁଛନ୍ତି । ତେବେ କରୋନାର ତୃତୀୟ ପ୍ରବାହ କେବେ ଆସିବ ସେନେଇ କିଛି କୁହାଯାଉ ନାହିଁ ।…

କୋଭିଡ୍‌ ନିୟମ ଉଲ୍ଲଂଘନ; ମାଲିକ ସହ କୁକୁର ବି ଗିରଫ

ଇନ୍ଦୋର: ଭାରତରେ କୋଭିଡ୍ ମାମଲା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ କର୍ତ୍ତୃପକ୍ଷ କଠୋର ନିୟମ ପାଇଁ ଚାପ ପକାଉଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନ ନହେବା ପାଇଁ ପୋଲିସ ସବୁଆଡେ କଡା ସଜାଗ ରହିଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍ଦୋର ପୋଲିସ ଜଣେ ମାଲିକଙ୍କ ସହ ଗୋଟିଏ କୁକୁରକୁ ଗିରଫ…

ଆଶାରାମ ବାପୁଙ୍କୁ କରୋନା, ଯୋଧପୁର ହସ୍ପିଟାଲ ଆଇସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ଥିବା ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ କରୋନା । ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବିଗିଡ଼ିଥିଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଯୋଧପୁର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସହ ଜେଲର…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…

ଆଜି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଜାରି ରହିଛି । ପ୍ରତିଦିନ କିଛି କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ଆଜି ଓଡ଼ିଶାରେ ୯ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବୌଦ୍ଧ, ବରଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ।…

କରୋନାରେ ଆଖି ବୁଜିଲେ ଆରଏଲଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ

ନୂଆଦିଲ୍ଲୀ: ନିଷ୍ଠୁର କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । କରୋନାରେ ଆଖି ବୁଜିଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ମୃତ୍ୟୁ ବେଳକୁ…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ତଳଗଡ଼ ଗାଁର ମମତା ସେଠି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଆମ୍ବ…

ପ୍ରାଣଘାତୀ କରୋନା: ୧୨ ଜିଲ୍ଲାରୁ ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣରେ ବ୍ରେକ୍ ଲାଗୁନି । ତାସହ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୧୨ ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୧୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…