Latest Odisha News

BREAKING NEWS

ଦେଶରୁ ଦିନକରେ ପୁଣି ୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ, ଡେଥ୍ କେସ୍ ପାଖାପାଖି ୪ ହଜାର

ନୂଆଦିଲ୍ଲୀ: ଦେଶରେ କରୋନାରେ ସେକେଣ୍ଡ ଓ୍ୱେଭରେ ସଂକ୍ରମଣରେ ବ୍ରେକ ଲାଗୁନି । ମୃତ୍ୟୁର ବିଭୀଷିକା ରଚୁଛି ମହମାରୀ । ଦୈନିକ ସଂକ୍ରମଣ ପୁଣି ଥରେ ୪ ଲକ୍ଷ ପାର କରିଥିବା ବେଳେ ପ୍ରଥମ ଥର ମୃତ୍ୟୁସଂଖ୍ୟା ପାଖାପାଖି ୪ ହଜାର ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୧୨…

ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।…

ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। https://twitter.com/KashmirPolice/status/1390097023886524417?s=19 ସୂଚନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୬-୫-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା୬ ରିଖ ଗୁରୁବାର ମେଷ ୨୩ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷଙ୍କ ଓ ମୀନ ରାଶିର ଆଜିର…

ଗଳ୍ପ : ଜୀବନ ଯନ୍ତ୍ରଣା

ପ୍ରିୟମ୍ବଦା ରଥ  ପ୍ରାୟ ରାତି ଦୁଇଟା ବେଳେ ମେଡିକାଲରୁ ଫୋନକରି ଜଣାଇଲେ ପ୍ରଭାତ ।ଖବରଟି ପାଇବା ପରେ ବ୍ୟତିବ୍ୟସ୍ତ ହୋଇପଡିଲେ ରୀତିକା । କିଛି ସମୟ ପାଇଁ ନିଜର ସ୍ଥିତିକୁ ସେ ଅନୁଭବ କରିପାରିନଥିଲେ। ସବୁକିଛି ନିସ୍ତବ୍ଧ ହୋଇଯାଇଥିଲା ଯେପରି। ସ୍ଵାଭାବିକ ଅବସ୍ଥାକୁ ଫେରିବାକୁ ତାଙ୍କୁ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ

ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଆଜି ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ଏମସର ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ପ୍ରଦୀପ୍ତ ନାୟକଙ୍କ ଚିକିତ୍ସା କରୁଛନ୍ତି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏମସ…

ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଡାଏଲ ୧୦୦

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ କମିଶନରେଟ୍ ପୋଲିସର ନୂଆ ପଦକ୍ଷେପ । ଏଣିକି ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଥାନାକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ଭୁବନେଶ୍ବର ବାସିନ୍ଦାଙ୍କୁ ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ମିଳିବ ଅନୁମତି । ଭୁବନେଶ୍ବରରେ…

ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ରହିଛି ଟିକାକରଣ । କିପରି ସଂକ୍ରମଣକୁ ରୋକାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ଅଭାବ କାରଣରୁ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ପର୍ଯ୍ୟନ୍ତ…

ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଦୁଇ ଭାରତୀୟଙ୍କୁ କରୋନା

ଲଣ୍ଡନ: ଲଣ୍ଡନରେ ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ଜଣ ପ୍ରତିନିଧି କରୋନା ସଂକ୍ରମିତ ଥିବା ଜଣାପଡିଛି । ବର୍ହିବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏ ନେଇ ସୂଚନା ଦେଇଛନ୍ତି । ଆମର ୨ଜଣ ପ୍ରତିନିଧି ସଂକ୍ରମିତ ହୋଇଥିବାରୁ ସମସ୍ତେ ଏବେ ଏକାନ୍ତବାସରେ ରହିଛୁ । ତେବେ ଭର୍ଚୁଆଲ ବୈଠକରେ…

ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ରାଫେଲ

ନୂଆଦିଲ୍ଲୀ : ଭାରତ ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ୩ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ଫ୍ରାନ୍ସରୁ ଉଡାଣ ଭରିସାରିଛି । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ୩୧ ମାର୍ଚ୍ଚରେ ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିଲା । ତେବେ…