Latest Odisha News

BREAKING NEWS

ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

କୋରାପୁଟ: ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ । କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଡାଟା ଏଣ୍ଟ୍ରିଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ…

ଆସନ୍ତାବର୍ଷ ବି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ !

ପୁରୀ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ ।  ହେଲେ ଆସନ୍ତାବର୍ଷ ଏହି ବେଶ କେଉଁ ଦିନ…

କାରରୁ ଜବତ ହେଲା ୧୪ କେଜିର ଗଞ୍ଜେଇ

ଭୁବନେଶ୍ୱର: ଭୁବନେଶ୍ୱରର ବଙ୍କୁଆଳ ନିକଟରେ ଦୁଇଟି ଦାମୀ କାର୍ ଭିତରୁ କମିଶନରେଟ୍ ପୋଲିସ ପ୍ରାୟ ୧୪ କେଜିର ଗଞ୍ଜେଇ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ତେବେ ଏହି ମାଦକ ଦ୍ରବ୍ୟ କନ୍ଧମାଳରୁ ବ୍ରହ୍ମପୁର ଦେଇ…

କାମ ଦେଉଛି CureVacର କରୋନା ଟିକା, ଖୁବଶୀଘ୍ର ଆସିପାରେ ବଜାରକୁ

ୟୁରୋପ: ଚାରିଆଡେ ମାରାତ୍ମକ ଭାଇରାସ କରୋନାକୁ ନେଇ ହା ହା କାର । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଟିକା ତିଆରି କିରବାରେ ଲାଗି ପଡିଛନ୍ତି । ଏହାରି ଭିତରେ ଜର୍ମାନ ବାୟୋଟେକ କମ୍ପନୀ କିଓରଭାକ(CureVac)ର CVnCoV ନାମକ କରୋନା ଟିକା ମଣିଷ ଶରୀରରେ ଫଳପ୍ରଦ ହେଉଥିବା କମ୍ପାନୀ ଦାବି…

ନିର୍ମାଣ ହେବ ଫିଲ୍ମ ଧର୍ମପୁତ୍ରର ରିମେକ୍ ଭର୍ସନ୍ !

ମୁମ୍ବାଇ: ୟଶରାଜ ଫିଲ୍ମସ ନିର୍ମାଣ କରିବ ଏକ ହିନ୍ଦୀ କ୍ଲାସିକାଲ୍ ମୁଭିର ରିମେକ୍ ଭର୍ସନ୍ । ଏହି ପ୍ରସ୍ତାବିତ ଫିଲ୍ମରେ ଦୁଇ ଚର୍ଚ୍ଚିତ ଚେହେରା ଲିଡ୍ ପେୟାର ଭାବେ ନଜର ଆସିବେ । ଫିଲ୍ମ ମେକର ଆଦିତ୍ୟ ଚୋପ୍ରା ଏହି ଫିଲ୍ମ ଜରିଆରେ ସମାଜିକ ବିଦ୍ୱେଷକୁ ଭୁଲାଇ ଭାଇଚାରା ସୃଷ୍ଟି କରିବାକୁ…

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି; ଇରା ଖାନ୍‌

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଇରାଙ୍କ ଅନୁଯାୟୀ, ସେ ୧୪ ବର୍ଷ ବୟସରେ ‌ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଏପରି କରିଥିବା ବ୍ୟକ୍ତି ତାଙ୍କର ନିଜ ପରିଚୟର ଥିଲେ। ଇରାଙ୍କ କହିବା ଅନୁଯାୟୀ, ମୋତେ ୧୪ ବର୍ଷ ବୟସରେ ଯୌନ ଶୋଷଣ କରାଯାଇଥିଲା।…

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି।…

ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ଅକ୍ଷୟ-କୃତିଙ୍କ ବଚ୍ଚନ ପାଣ୍ଡେ

ମୁମ୍ବାଇ: ବଲିଉଡ ସଫଳ ଅଭିନେତା ଭାବେ ପରିଗଣିତ ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିରେ ଅକ୍ଷୟଙ୍କ ସହ କୃତି ସେନନ ଅଭିନୟ କରୁଛନ୍ତି । ୨୦୨୧ଜାନୁୟାରୀରୁ ଫିଲ୍ମ ଫ୍ଲୋରକୁ ଯିବ ବୋଲି ପ୍ରଯୋଜକ ଟିମ୍ ପକ୍ଷରୁ କୁହାଯାଇଛି । ଫିଲ୍ମର ଫାର୍ଷ୍ଟ ଲୁକ୍…

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଉଭୟ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି ।…

ଏକ ମିନିଟ୍‌ରେ ୩୪ଟି ପୁଲ୍‌ଅପ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଫିଟନେସ୍ ପ୍ରଶିକ୍ଷକ ରୁପା ହୁଲେଟ୍ ଏକ ଏକ ମିନିଟରେ ୩୪ ଟି ପୁଲ୍‌ଅପ୍‌ସ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛନ୍ତି। ରୁପା କହିଛନ୍ତି ଯେ ସେ ଲକ୍‌ଡାଉନ୍‌ ସମୟରେ ଟାଇମପାସ୍‌ ପାଇଁ ଅନେକ ଫିଟ୍‌ନେସ…