Latest Odisha News

BREAKING NEWS

ଫୋନ୍‌ ପେ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ପାର୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରକ୍ରିୟା ଅଧିକ ବ୍ୟବହାର କରାଯାଉଛି। ତେବେ ଏହା ମଧ୍ୟରେ ଫୋନ୍‌ ପେ ଉପଭୋକ୍ତାଙ୍କ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି। ଏ ନେଇ ଫୋନ୍‌ ପେ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଅକ୍ଟୋବରରେ ଏହାର…

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।…

ବ୍ୟାଙ୍କ୍‌ ଅଫ୍‌ ବରୋଦା ପରେ ଏବେ ୟୁନିୟନ୍‌ ବ୍ୟାଙ୍କ ହୋମ୍‌ ଲୋନ୍‌ ସୁଧ ହାର ହ୍ରାସ କରିଛି; ଏବେ ଗୃହ ଋଣ ଉପରେ…

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପରେ ବର୍ତ୍ତମାନ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଗୃହ ଋଣ ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ୩୦ ଲକ୍ଷରୁ ଅଧିକ ହୋମ୍‌ ଲୋନ୍‌ ବଦଳରେ ସୁଧ ଉପରେ ୧୦ଟି ଆଧାର ପଏଣ୍ଟ କଟାଇଛି। ପୂର୍ବରୁ ଏହା ଉପରେ ୬.୯୫ ପ୍ରତିଶତ ସୁଧ ଆଦାୟ କରାଯାଉଥିଲା। କିନ୍ତୁ…

ନେପୋଟିଜିମକୁ ନେଇ ଉଠିଲା ପ୍ରଶ୍ନ; ସଲମାନ୍ କହିଲେ ଶାହରୁଖ ଖାନଙ୍କ କଥା…

ମୁମ୍ବାଇ: ନେପୋଟିଜିମକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଉଠିଥାଏ । ଯେଉଁଥିରୁ ବାଦ୍ ପଡିନି ବିଗବସ୍ ସିଜନ୍ ୧୪ । ଏହି ସିଜନରେ ରାହୁଲ ବୈଦ ନେପୋଟିଜିମକୁ ନେଇ ଜାନ୍ କୁମାର ସାନୁଙ୍କ ଉପରେ କମେଣ୍ଟ କରିଥିଲେ । ଯାହା ପରେ ଶନିବାର ଦିନ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ୍ ଖାନ୍ ଅନେକ…

ଅନଲାଇନରେ କରିପାରିବେ କଲ୍ୟାଣ ମଣ୍ଡପ ବୁକିଂ

ଭୁବନେଶ୍ୱର: ସହରବାସୀ ଏବେ ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିପାରିବେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ କୋଭିଡ-୧୯ ଗାଇଡଲାଇନ୍ କଡାକଡି ପାଳନ ମଧ୍ୟରେ କଲ୍ୟାଣ ମଣ୍ଡପ ଗୁଡିକ ପରିଚାଳିତ ହେବ ।…

ବିବାହ ପ୍ରୋସେସନରେ ଫୁଟିଲା ବାଣ; ୫ ଶିଶୁ ଆହତ

ମୁଜାଫରନଗର: ମୁଜାଫରନଗର ନିକଟ ଏକ ଗ୍ରାମରେ ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ବାଣ ଫୁଟି ୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ରବିବାର ରାତିରେ ଘଟିଥିବା ନେଇ ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଶବନ୍ (୭), ଉମେଦ୍ (୮), ରିହାନ୍ (୯), ୧୦ ବର୍ଷୀୟ ଅଙ୍କିତ ଓ ଅମିର…

ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୪.୩୦ରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ଜନତାଙ୍କ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ କରିଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ୍ । ଭୋଟରଙ୍କ ସୁବିଧା ପାଇଁ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ବ୍ୟାଙ୍କରୁ ଫେରି ଜଟଣୀ ସ୍ଥିତ ତାଙ୍କ ଘରେ ବସିଥିବା ବେଳେ…

ଦେଶବାସୀଙ୍କୁ ନିଆରା ଶୈଳୀରେ ଭୋଟ୍‌ ଆବେଦନ କଲେ ଲେଡି ଗାଗା

ନୂଆଦିଲ୍ଲୀ: ଆମେରିକାରେ କରୋନା ମହାମାରୀ ମଧ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୩ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ସ୍ଥିର ହେବ। ଏହି ସମୟରେ ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗା ଏକ ଭିଡିଓ ସାହାଯ୍ୟରେ ନିଜର ଅନନ୍ୟ ଶୈଳୀରେ…