Latest Odisha News

BREAKING NEWS

ଟିକା ଅଭାବ; ରାଜଧାନୀର ଘରୋଇ ଡାକ୍ତରଖାନାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ୧୮-୪୪ ବୟସ ବର୍ଗର ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ସୋମବାର ଓଡିଶାରେ ପୁଣି ଥରେ ଆରମ୍ଭ ହୋଇଛି। ତେବେ ଟିକାର ତୀବ୍ର ଅଭାବ ହେତୁ ରାଜ୍ୟରେ ଥିବା ୧୫୦୦ କେନ୍ଦ୍ର ମଧ୍ୟରୁ ୨୫୬ରେ ଟିକାକରଣ ପ୍ରକ୍ରିୟା ଚାଲିଛି। ସ୍ୱାସ୍ଥ୍ୟ ଏବଂ…

ଆଜି ବାଙ୍ଗାଲୋର ବନାମ କୋଲକାତା

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ…

ପୁଣି ଅକ୍ସିଜେନ୍ ଅଭାବ ନେଲା ଜୀବନ: କର୍ଣ୍ଣାଟକର ଏକ ହସ୍ପିଟାଲରେ ୨୪ ରୋଗୀ ମୃତ

ବେଙ୍ଗାଳୁରୁ: କର୍ଣ୍ଣାଟକର ହସ୍ପିଟାଲରୁ ସାମନାକୁ ଆସିଛି ଅକ୍ସିଜେନ୍ ଅଭାବରୁ ଆଉ ଏକ ଦୁଃଖଦ ଓ ଦୃହୟବିଦାରକ ଘଟଣା । ଅକ୍ସିଜେନ୍ ଅଭାବରୁ ହସ୍ପିଟାଲରେ ଆଖି ବୁଜିଲେ ୨୪ ଜଣ ରୋଗୀ । କର୍ଣ୍ଣାଟକର ଚାମରାଜନଗରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ…

କୋଭିଡ୍‌ ଡ୍ୟୁଟିରେ ସାମିଲ ହେଲେ ଏସସିବି ମେଡିକାଲ କଲେଜର ୬ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜର ୬ ଜଣ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ କୋଭିଡ୍‌-୧୯ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସୁଗମ ପରିଚାଳନା ପାଇଁ IDCO…

କରୋନାରେ ଆଖି ବୁଜିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ବାପା । ତାଙ୍କ ନାଁ ରାମ ଶରଣ ଜୈନ୍ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଥିଲେ । କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦିଲ୍ଲୀ ସ୍ଥିତି ସିଟି…

ଆଇସିୟୁରୁ ଡିସ୍‌ଚାର୍ଜ ହେଲେ ରଣଧୀର କପୁର

ମୁମ୍ବାଇ: କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେଉଥିବା ରଣଧୀର କପୁରଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରାଯାଇଛି। ଭେଟେରାନ ଅଭିନେତା କହିଛନ୍ତି ଯେ ସେ ସୁସ୍ଥ ହେଉଛନ୍ତି ଏବଂ କୌଣସି ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ନାହିଁ। ଏପ୍ରିଲ୍ ୨୯ରେ ରଣଧୀର କପୁର…

ମମତାଙ୍କୁ ଫୋନ୍ କରି ବିଜୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫୋନ୍ କରିଥିଲେ । ବୃହତ ବିଜୟ ପାଇଁ ଶୁଭେଚ୍ଛା…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଲାନିସ୍ୱାମୀ

ନୂଆଦିଲ୍ଲୀ: ତାମିଲନାଡୁରେ ବଦଳିଲା ସରକାର । ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ଚଳିତ ନିର୍ବାଚନରେ…

‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ ରୁ କୁଆଡେ ଗାଏବ ହୋଇଗଲେ ନେହା? ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଗାୟିକା ତଥା ଇଣ୍ଡିଆନ୍‌ ଆଇଡଲ୍‌ ୧୨ର ଜଜ୍‌ ନେହା କକର୍‌ଙ୍କ ପ୍ରାୟ ୨ ସପ୍ତାହ ହେବ ଅନୁପସ୍ଥିତିକୁ ନେଇ ଏବେ ପ୍ରଶଂସକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ନେହା କାହିଁକି ସୁଟିଂ କରୁନାହାଁନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ମହାରାଷ୍ଟ୍ର…

ବେଙ୍ଗଲ ବ୍ୟାଟଲରେ ବିଜେପିର ୫ ସାଂସଦ ପ୍ରାର୍ଥୀ: ହାରିଲେ ୩ ହେଭିଓ୍ୱେଟ୍, ଜିତିଲେ ୨

ନୂଆଦିଲ୍ଲୀ: ବିଜେପିର ବଙ୍ଗ ଦଳକ ସ୍ୱପ୍ନ ଧୂଳିସାତ ହୋଇଛି । ପଦ୍ମ ଦଳର ଦମ୍ଭ ଭାଙ୍ଗି ଦେଇଛି ଟିଏମସି । ମମତା ବାନାର୍ଜୀଙ୍କ କରିସ୍ମା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ଶାହ ଓ ନଡ୍ଡାଙ୍କ ଷ୍ଟ୍ରାଟେଜୀ କାମ ଦେଲାନି । ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ଯୋଗୀଙ୍କ ହାଇଭୋଲଟେଜ୍ ପ୍ରଚାର…