ଆଜି କୋଲକାତା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା
ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଖରାପ ପ୍ରଦର୍ଶନ ଜାରି ରଖିଥିବା କୋଲକାତା ତାର ଶେଷ ମ୍ୟାଚରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ଫର୍ମକୁ ଫେରିବା ସଙ୍କେତ ଦେଇଛି । କୋଲକାତା ୬ ମ୍ୟାଚରୁ ୨ଟିରେ ବିଜୟ ହାସଲ…