Latest Odisha News

BREAKING NEWS

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର…

ରାଉରକେଲାରେ ପେଡ୍ କ୍ୱାରେଣ୍ଟାଇନ୍ ସେବା, ୪ଟି ହୋଟେଲକୁ ମହାନଗର ନିଗମ ଦେଲା ଅନୁମତି

ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ (ଆରଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ବିଶେଷକରି ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ସହାୟକ ହେବ । ଏଥିପାଇଁ ରାଉରକେଲାର ୪ଟି ହୋଟେଲକୁ…

ରାଜ୍ୟରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି ରେମଡେସିଭିର ଓ ଫାଭିପିରାଭିର: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ୍ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଫାଭିପିରାଭିର ଟାବଲେଟ୍ ରାଜ୍ୟ ଔଷଧ ନିଗମ ନିକଟରେ…

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ବର : ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପଣ୍ଡିଚେରୀର ଆଶ୍ରମ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ଆଜି ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ…

ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ମହାମାରୀ କରୋନାକୁ ନେଇ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟ ଓ ମହାନଗର ଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି । ରାଜ୍ୟରେ…

ସଙ୍କଟରେ ସହଯୋଗ

କରୋନା ଭଳି ସଙ୍କଟଜନକ ସ୍ଥିତିରେ ସହଯୋଗ । ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ବିଶ୍ୱର ଦୁଇ ବଡ଼ କମ୍ପାନୀର ମୁଖ୍ୟ । ଭାରତୀୟ ବଂଶୋଦ୍ଭବ ଗୁଗଲର ମୁଖ୍ୟ ସୁନ୍ଦର ପିଚାଇଙ୍କ ସହିତ ମାଇକ୍ରୋସଫ୍ଟର ସତ୍ୟ ନାଦେଲା ମହାମାରୀ ସଙ୍କଟ କାଳରେ ଦେଲେ ସହାୟତା ।

୧୨ OASଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀ ଉପରମୁହାଁ ହେଲାଣି । ଲଗାତର ଭାବେ ଏବେ ୬ ହଜାର ଉପରେ ରହୁଛି ସଂକ୍ରମିତ । ତେବେ ସବଠୁ ଅଧିକ ଚିନ୍ତା ବଢ଼ାଇଛି ପଶ୍ଚିମ ଓଡ଼ିଶା । ଏଠାରୁ ପଜିଟିଭ୍ ହାର ବଢ଼ି ଚାଲିଥିବାରୁ ମୁକାବିଲା ପାଇଁ ୧୨ ଜଣ OAS ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶାକୁ…

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ହୋଟେଲ ଅଶୋକା ବେଡ୍ ମାମଲା, ଦିଲ୍ଲୀ ହାଇକୋର୍ଟ କହିଲେ- ଖଣ୍ଡପୀଠ କେବେ ଏମିତି କହି ନାହାଁନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି, ବିଚାରପତିଙ୍କ ଲାଗି ଦିଲ୍ଲୀର ଅଶୋକା ହୋଟେଲରେ ୧୦୦ ବେଡ୍ ବ୍ୟବସ୍ଥା କରିବା ଲାଗି କୌଣସି ଅନୁରୋଧ କରାଯାଇନାହିଁ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କୋର୍ଟ ଖଣ୍ଡନ କରିଛନ୍ତି । କୋର୍ଟ କହିଛନ୍ତି ଏମିତି ନିର୍ଦ୍ଦେଶ ଦ୍ୱାରା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୭୭୩ ପଜିଟିଭ୍

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରକୁ ନେଇ ସାରା ରାଜ୍ୟରେ ଆତଙ୍କ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୭୩ ଜଣ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୪୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୩୨ । ସେହିପରି ଭୁବନେଶ୍ବରରୁ…