Latest Odisha News

BREAKING NEWS

ଟସ୍ ଜିତି ବୋଲିଂ ନେଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ନିଜର କାୟା ମେଲାଉଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୪୦୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା…

କେଜ୍ରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା: ସିଷ୍ଟମ ଫେଲ୍‌,ପରିଚାଳନା କରିପାରୁନ ଯଦି ଆମେ କେନ୍ଦ୍ରକୁ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଅରବିନ୍ଦ କେଜିୱାଲ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ତୁମ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଫେଲ୍ । କରୋନା ମହାମାରୀ ବେଳେ ଲୋକେ ମରୁଥିବା ସମୟରେ ତୁମେ ସାମନ୍ୟ କଳାବଜାରୀକୁ ରୋକି ପାରୁନ । କୋଭିଡ-୧୯ର ମୁକାବିଲା ଯଦି କରି ନ ପାରୁଛ ତାହାହେଲେ…

ଶିବମ ମାବୀ ଏମିତି କଣ କହିଲେ ଯେ, ଷ୍ଟେଇନଙ୍କ ଆଖି ଛଳ ଛଳ ହୋଇଗଲା

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଶିବମ ମାବୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲ । ସେ ମ୍ୟାଚ ପରେ କହିଥିଲେ ମୁଁ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନଙ୍କ ପରି ଆଉଟ ସୁଇଂ ବୋଲିଂ କରିବାକୁ…

କରୋନା ଟିକାର ଦର ଉପରେ ପ୍ରଶ୍ନ କରି ଟ୍ରୋଲ୍‌ ହେଲେ ଫର୍‌ହାନ୍‌

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ଦ୍ବାରା କରୋନା ଟିକାକୁ ନେଇ ଧାର୍ଯ୍ୟ ମୂଲ୍ୟ ୬୦୦ ଟଙ୍କା ଉପରେ ପ୍ରଶ୍ନ କରି ଟ୍ରୋଲ ହେଲେ ଅଭିନେତା ଫରହାନ୍ ଅଖତର। ଏ ନେଇ ସଂସ୍ଥା ପୂର୍ବରୁ ସ୍ପଷ୍ଟୀକରଣ ଦେଥିସାରିଥିବା ସତ୍ତ୍ବେ ଫରହାନ୍‌ଙ୍କ ଏଭଳି ପ୍ରଶ୍ନକୁ ସୋସିଆଲ ମିଡିଆରେ ଟ୍ରୋଲ୍‌…

ବିଦେଶୀ ଖେଳାଳିଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର : ବିସିସିଆଇ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଉଥିବାରୁ ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ ଭୟଭୀତ ହେଇ ପଡିଛନ୍ତି । ଇତି ମଧ୍ୟରେ ଆଣ୍ଡ୍ର‌୍ୟୁ ଟାଇ, କେନ ରିଚାର୍ଡସନ, ଆଦାମ ଜାମ୍ପା ଭଳି ଖେଳାଳି ସ୍ୱଦେଶ ଫେରିବା ପାଇଁ ଘୋଷଣା କରି ସାରିଛନ୍ତି । ମଙ୍ଗଳବାର…

ପରଲୋକରେ ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର: ସତେ ଯେମିତି କଳାକାରଙ୍କ ଉପରେ କରୋନା ଦାଉ ସାଧିଛି । କେତେବେଳେ ବଲିଉଡ ତ ପୁଣି କେତେବେଳେ ଓଲିଉଡରୁ ଶୁଭିଥିଲା ଦେହାନ୍ତ ଭଳି ଦୁଃଖଦ ଖବର । ହେଲେ ଏବେ ଜଲିଉଡରୁ ଆସିଛି ଆଉ ଏକ କୋହଭରା ସମ୍ବାଦ । ପରଲୋକରେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗବନ୍ଧୁ ଓରଫ ଜଗା…

ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଓଡିଆ ଇଞ୍ଜିନିୟରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଜଣେ ଓଡିଆ ଇଞ୍ଜିନିୟର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବ୍ରହ୍ମପୁର ସହରର ଅଙ୍କୁଲି ଅଞ୍ଚଳର ଇନ୍ଦିରା ନାଗର ନିବାସୀ ଦିଲୀପ କୁମାର ପାତ୍ର ତାଞ୍ଜାନିଆର ଆଞ୍ଜେଲିକ୍ ଇଣ୍ଟରନ୍ୟାସନାଲ ଲିମିଟେଡରେ…

ଟିକାକରଣ ପାଇଁ ସିଏମ୍‌ ରିଲିଫ ଫଣ୍ଡ୍‌କୁ ୧ କୋଟି ଟଙ୍କା ପ୍ରଦାନ କରିଛି ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ସହାୟତାର ହାତ ବଢାଇଛି ଏମଜିଏମ୍ ମିନେରାଲ୍ସ ଲିମିଟେଡ୍। ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମଜିଏମ୍ ମିନେରାଲ୍ସ ଲିମିଟେଡ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ…

ଆସନ୍ତା ୧ ମାସ ମଧ୍ୟରେ ରାଜଧାନୀରେ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ; ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅମ୍ଳଜାନ କାରଖାନା ସ୍ଥାପନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି। ଅମ୍ଳଜାନର ତୀବ୍ର ଅଭାବ ସହ ଦିଲ୍ଲୀ ମୁକାବିଲା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।…