Latest Odisha News

BREAKING NEWS

ଏଣିକି ଅନଲାଇନରେ ହେବ ଅଭିଭାବକ ବୈଠକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି । ଗତ ୨ବର୍ଷ ହେବ ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା…

ଘୁଞ୍ଚିଲା ‘ସତ୍ୟମେବ ଜୟତେ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ମଙ୍ଗଳବାର ଦିନ ନିକିଲ ଆଡଭାନୀଙ୍କ ଇମାମି ଏଣ୍ଟରଟେନମେଣ୍ଟ ଘୋଷଣା କରିଛି ଯେ ଜନ୍ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଫିଲ୍ମ 'ସତ୍ୟମେବ ଜୟତେ ୨'ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ଫିଲ୍ମର ଟିମ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିବା ସହ…

କରୋନାରେ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ କରୋନା ଯୋଗୁ ତାମିଲ ଚଳଚ୍ଚିତ୍ର ନିର୍ମାତା ଥାମିରାଙ୍କ ସୋମବାର ଦେହାନ୍ତ ହୋଇଛି। ଥାମିରା ବାଲାଚାନ୍ଦ ଏବଂ ଭାରତୀରାଜଙ୍କ ପରି କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ନିର୍ଦ୍ଦେଶକ ଭାବରେ ତାଙ୍କର…

ବାହା ହେଲେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ନୂଆଦିଲ୍ଲୀ: ସୋମବାର କମେଡି କୁଇନ୍‌ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଲନ୍ଧରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ନବବିବାହିତା ଦମ୍ପତିଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍‌ନାକୁ ଆସିସାରିଛି। ଇନଷ୍ଟାଗ୍ରାମ ପୋଷ୍ଟ ହୋଇଥିବା ସୁଗନ୍ଧା ଏବଂ ସଙ୍କେତଙ୍କ…

ଯଦି ସାମାଜିକ ଦୂରତା ବଜାୟ ନ ରଖାଯାଏ, ତେବେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ…

ନୂଆଦିଲ୍ଲୀ: ଜଣେ କରୋନା ରୋଗୀ ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି, ଯଦି କୌଣସି ସାମାଜିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ସରକାର ସୋମବାର କହିଛନ୍ତି। ସରକାର ଏହା ମଧ୍ୟ ଦୋହରାଇଛନ୍ତି ଯେ ସାମାଜିକ ଦୂରତା ଏବଂ ମାସ୍କର…

ମାନସିକତା ପୂରଣ ପାଇଁ ବ୍ରହ୍ମା ବାବା ମନ୍ଦିରରେ ଘଂଟା ଦାନ କରିଥାନ୍ତି ଭକ୍ତ

କାନୁପର: ଉତରପ୍ରଦେଶର ବ୍ରହ୍ମ ବାବା ମନ୍ଦିରରେ ଭକ୍ତଙ୍କ ମାନସିକତା ପୂରଣ ପାଇଁ ନିଆରା ଦାନ ଗ୍ରହଣ କରାଯାଇଥାଏ । ସବୁଠାରୁ ବଡ କଥା ହିନ୍ଦ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମାନସିକତା ରଖିପାରିବେ । ମାନସିକତା ପୂରଣ ହେଲେ ବିଭିନ୍ନ ପ୍ରକାରର ଘଂଟା ମନ୍ଦିରକୁ ଦାନ…

ଓଡ଼ିଶାରେ ରେମଡେସିଭିର୍ ମେଡିସିନର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ । ଏବେ ରେମଡେସିଭ୍ ମେଡିସିନର ବହୁତ ଆବଶ୍ୟକତା ରହୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ । କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ହଜାର ଭାଏଲ ଦେବାକୁ…

ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି, ପିପିଇ କିଟ୍ ପିନ୍ଧି ଛାତ୍ରଛାତ୍ରୀଙ୍କୁ ଘଉଡାଇଲା ପୋଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି । ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସୋମବାର ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ବିଧାନସଭା ଅଭିମୁଖେ ବାହାରିଥିଲା ବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ଯାହା ଫଳରେ…

ଚର୍ଚ୍ଚାରେ ସଲମାନ ଏବଂ ଦିଶାଙ୍କ ଯୋଡି

ମୁମ୍ବାଇ: ଦବାଙ୍ଗ ବଏ୍‌ ସଲ୍‌ମାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାଧେର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଫିଲ୍ମର ଏକ ଲୋକପ୍ରିୟ ଟ୍ରାକ୍‌ ମଧ୍ୟ ଏହା ଭିତରେ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ପ୍ରଥମ…

ଆଜି କୋହଲି ଓ ପନ୍ତଙ୍କ ଟିମ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛନ୍ତି । ପଂଏଟ ଟେବୁଲରେ ଦିଲ୍ଲୀ ଦ୍ୱିତୀୟ ଏବଂ ବାଙ୍ଗାଲୋର ତୃତୀୟ…