Latest Odisha News

BREAKING NEWS

ପ୍ରାକୃତିକ ବିପର୍ଯ୍ୟର ପ୍ରାକ୍ ସୂଚନା ଦେବ ‘ନିସାର୍‌’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ୨୦୨୨ ମସିହାରେ ଏକ ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଯାଉଛନ୍ତି ଯାହା ସମଗ୍ର ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ। ଏହା ବିପର୍ଯ୍ୟୟ ଘଟିବାର ବହୁ ପୂର୍ବରୁ ସୂଚିତ କରିବ। ଏହା…

ଦିଲ୍ଲୀରେ ଏବେ ଖୋଲିବନି ସ୍କୁଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ପୂର୍ବରୁ…

ଓଡ଼ିଶାରୁ ଫେରିଲା ମୌସୁମୀ

ଭୁବନେଶ୍ୱର: ସାରା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ସାରା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ମିଳିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨…

ଅନୁଗୋଳ ଜିଲ୍ଲାରେ ବିଷାଦ ମଦ ପିଇ ମୃତ୍ୟୁ ଅଭିଯୋଗରେ ୨ ଗିରଫ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଶ୍ରମିକ କଣ୍ଟ୍ରାକ୍ଟର କାଳିଆ ଦେହୁରୀ ଓ ତାଙ୍କର ସହଯୋଗୀ ବସନ୍ତ ଦେହୁରୀ । ଠିକାସଂସ୍ଥା କାମ କରୁଥିବା ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ କିଛି…

ଡିସେମ୍ବର ୩୧ ପୂର୍ବରୁ ବସିବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ  ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ…

ଆପଣ ଜାଣନ୍ତି କି ବ୍ରିଟିଶ୍‌ ରୟାଲ୍‌ ଫ୍ୟାମିଲିରେ ଚାକିରି କରୁଥିବା ଗୃହରକ୍ଷୀଙ୍କ ଦରମା କେତେ? ଜାଣିଲେ ଉଡିଯିବ…

ନୂଆଦିଲ୍ଲୀ: ବ୍ରିଟିଶ ରୟାଲ ଫ୍ୟାମିଲି ଜଣେ ଦକ୍ଷ ଏବଂ କୁଶଳୀ ଗୃହରକ୍ଷୀ ଖୋଜୁଛନ୍ତି। ଯଦି ଆପଣ ତାଙ୍କ ଦରମା ବିଷୟରେ ଜାଣନ୍ତି ତାହା‌ଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଦି ରୟାଲ ହାଉସଫୁଲର ଅଫିସିଆଲ ୱେବସାଇଟରେ ଏହି ପୋଷ୍ଟ ବାହାର କରାଯାଇଛି। ପଦ ଅନୁଯାୟୀ, ଏହା ହେଉଛି ଏକ ଲେଭଲ୍ ୨…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…

ବଢ଼ିବ ଭାରତର ଶକ୍ତି, ଏପ୍ରିଲ ସୁଦ୍ଧା ଆସିବ ୧୬ଟି ରାଫେଲ୍‌

ନୂଆଦିଲ୍ଲୀ: ବଳ ବଢ଼ାଇବ ଆକାଶର ବାୟୁବୀର । ବଢ଼ିବ ଭାରତର ଶକ୍ତି । ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ୫ଟି…

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ । ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର…

ଆଙ୍ଗୁଠିରେ ନୁହେଁ ନିଜ ମନରୁ ଭୋଟ୍ ଦିଅନ୍ତୁ; ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳେ ବିହାରର ଲୋକମାନେ ମତଦାନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଗଣତନ୍ତ୍ରର ଏହି ପର୍ବରେ ଭାଗ ନେବାକୁ ସମସ୍ତ ନେତା ନିବେଦନ କରିଥିଲେ। ଏପରି ଏକ ଆବେଦନ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ କରିଛନ୍ତି। ଭୋଟ୍ ଦେବା…