ଏଣିକି କ୍ଷେତ୍ରୀୟ କର୍ମଚାରୀ ଦେଇ ପାରିବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର
ଭୁବନେଶ୍ବର: ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଏଣିକି ଆଉ ନିର୍ଦ୍ଦେଶାଳୟକୁ ଆସିବାକୁ ପଡ଼ିବନି । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣ ପତ୍ର ଦେଇ ପାରିବେ।
ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବାସଗୃହ ଓ ବଡ଼ କୋଠା ପାଇଁ ଅଗ୍ନି ସୁରକ୍ଷା…