Latest Odisha News

BREAKING NEWS

ରାଜଧାନୀରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଏଟିଏମକୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା…

ନାରୀ ନିର୍ଯ୍ୟାତନା: ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ

ନୂଆଦିଲ୍ଲୀ: ଓଡ଼ିଶାରେ ନାରୀ ଅସୁରକ୍ଷିତ ।ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଅପରାଧର ତାଲିକାର ଟପ ୧୦ରେ ଓଡିଶା । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ 'କ୍ରାଇମ ଇଣ୍ଡିଆ-୨୦୧୭' ତଥ୍ୟରୁ ଏହି କଥା ଜଣା ପଡ଼ିଛି । ଏଥିରେ ପ୍ରକାଶିତ ତଥ୍ୟ…

ଶୁଣିଲାନି ପ୍ରଶାସନ, କୋଡ଼ି କୋଦାଳ ଧରି ରାସ୍ତା କାମ କଲେ ଛାତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୌଡ଼ଗାଁରେ ରାସ୍ତା ମରାମତି କରିଛନ୍ତି କୋମଳମତି ଛାତ୍ର । ନିଜ କାମ ନିଜେ କର ଢଙ୍ଗରେ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା କିଛି ଛାତ୍ର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଟି ପକାଇ ଠିକ କରୁଥିବା ଦେଖିବାକୁ ମିଳିଛି ।…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବୁଧବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ…

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଆଜି ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଭଗବାନଙ୍କ ବନକଲାଗି ନୀତି ହେବ । ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୩ ବୁଧବାର ତୁଳା ୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର: କର୍କଟ…

ଖାପ୍ ପଞ୍ଚାୟତରେ ଗଣ୍ଡଗୋଳ, ୨ ମୃତ

ମାଲକାନଗିରି: ମାଲକାନଗିରିର ଏମପିଭି-୩୩ ଗ୍ରାମରେ କୌଣସି ବିବାଦର ସମାଧାନ ପାଇଁ ବସିଥିବା ଖାପ୍ ପଞ୍ଚାୟତର ବୈଠକ ଏକପ୍ରକାର ରଣକ୍ଷେତ୍ର ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଧାନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କର ପାରିବାରିକ ବିବାଦର ସମାଧାନ ଲାଗି ଖାପ୍ ପଞ୍ଚାୟତ ବୈଠକ…

ଅନାଥାଶ୍ରମ ଓ ସ୍କୁଲପିଲାଙ୍କ ସହ ମିଶି ଭୋଜନ କର; ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଅନାଥାଶ୍ରମ ଓ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କ ସହିତ ମିଶି ଭୋଜନ କରିବାକୁ ମନ୍ତ୍ରୀମାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନାଥାଶ୍ରମ, ସରକାରୀ ବିଦ୍ୟାଳୟ ତଥା ଆହାର…

ଖୁବଶିଘ୍ର ଘରୋଇକରଣ ହେବାକୁ ଯାଉଛି ଭୁବନେଶ୍ୱର ଏୟାରପୋର୍ଟ !

ଭୁବନେଶ୍ୱର: ଦେଶର ୬ଟି ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ଘରୋଇ କରଣ କରାଯିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର କ୍ୟାବିନେଟ ।…