Latest Odisha News

BREAKING NEWS

ଗୋଟିଏ ଦିନରେ ୧୨୦ରୁ ଅଧିକ କରୋନା ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ବ୍ୟକ୍ତି

ଆଗ୍ରା: କରୋନା ମାମଲା  ବଢିବା ସହିତ ସମଗ୍ର ଦେଶରେ ଏକତା ଏବଂ ହୃଦୟସ୍ପର୍ଶୀ ଉଦାହରଣ ଦେଖିବାକୁ ମିଳୁଛି। ଅଜଣା ବ୍ୟକ୍ତି ଏକତ୍ରିତ ହୋଇ ମାରାତ୍ମକ ରୋଗ ସହ ଲଢିବାରେ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। କେତେକ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ପାଇବାରେ ସାହାଯ୍ୟ କରୁଥିବାବେଳେ ଆଉ କିଛି…

କରୋନା ଟିକାକରଣରେ ସାହାଯ୍ୟ କରିବାକୁ ୨୦ ଧନୀ ଭାରତୀୟଙ୍କୁ ନିବେଦନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ…

ଅମ୍ଳଜାନ ଯୋଗାଣ ଅଭାବର ମୁକାବିଲା ପାଇଁ ୟୁପି ସରକାରଙ୍କ ନୂଆ ପ୍ରୟାସ; ‘ଅକ୍ସିଜେନ୍‌ ମନିଟରିଂ ସିଷ୍ଟମ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟର ଘରୋଇ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଚାହିଦା ପୂରଣ କରିବା ପାଇଁ ୟୁପିରେ ୨୪ ଘଣ୍ଟିଆ ଲାଇଭ ମନିଟରିଂ ପାଇଁ ଡିଜିଟାଲ ପ୍ଲାଟଫର୍ମ "ଅକ୍ସିଜେନ ମନିଟରିଂ ସିଷ୍ଟମ'' ଆରମ୍ଭ କରିଛନ୍ତି।…

ଅନୁଗୁଳର ଏହି ଅଂଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷିତ

ଅନୁଗୁଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଅନ୍ୟପଟେ ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ପୌରାଂଚଳରୁ ହିଁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା; ଏହି ଦିନ ଯାଏ ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି…

ପୁରୀ: କରୋନାର ଉଦ୍‌ବେଗଜନକ ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶନିବାର କହିଛି ଯେ ମନ୍ଦିର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେବାୟତ ସଂସ୍ଥାଗୁଡ଼ିକ ସହିତ ଏକ ଭର୍ଚୁଆଲ୍ ମିଟିଂ ପରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ…

କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇଲେ ମୟୁରଭଂଜ ଜିଲ୍ଲାପାଳ

ମୟୁରଭଂଜ: ସମାଜରେ କିନ୍ନରଙ୍କୁ ପ୍ରତିଷ୍ଠିତ ତଥା ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ ହୋଇଛି ଅନେକ ଯୋଜନା । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୟୁରଭଂଜ ପ୍ରଶାସନ ନେଇଛି ଅନନ୍ୟ ପଦକ୍ଷେପ । ଜିଲ୍ଲାରେ ପ୍ରଥମଥର ପାଇଁ କିନ୍ନର ଓ ମହିଳାଙ୍କୁ…

ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପୁରୀ ହୋଟେଲ ମନା

ପୁରୀ: ପଶ୍ଚିମବଙ୍ଗରେ କୋଭିଡ୍‌-୧୯ ର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହେବା ପରେ ସତର୍କ ହୋଇ ପୁରୀ ଜିଲ୍ଲା ପ୍ରଶାସନ ଶନିବାର ପୁରୀର ସମସ୍ତ ହୋଟେଲ, ରହଣି ସ୍ଥାନ ଏବଂ ଧର୍ମଶାଳା ଉପରେ ଚଢାଉ କରିଛି। ପୁରୀ ସବ୍-କଲେକ୍ଟର କହିଛନ୍ତି ଯେ ପର୍ଯ୍ୟଟକମାନଙ୍କର ବିଶେଷ କରି…

ପୁରୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସହରର ବାଲିଆପଣ୍ଡା ଥାନା ଅନ୍ତର୍ଗତ ମାତା ମଠ ଲେନ ନିକଟରୁ ଶନିବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ…

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ…

ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ।  ଗତକାଲି ୭୬୯ଟି କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଟିକାକରଣ ହେଲାଣି । ସଟଡାଉନ ଯୋଗୁଁ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟିକାକରଣ । ଅନ୍ୟ…