Latest Odisha News

BREAKING NEWS

ପ୍ରସଙ୍ଗଠୁ ଅଧିକ ଅଭିବାଦନ ଶୈଳୀକୁ ନେଇ ଚର୍ଚ୍ଚା; ‘ଟୁ ପ୍ଲସ୍‌ ଟୁ’ ବୈଠକ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ ମଙ୍ଗଳବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ସୂତ୍ରରୁ ପ୍ରକାଶ…

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

ହାଥରସ ମାମଲା: ତଦନ୍ତର ତଦାରଖ କରିବେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତର ତତ୍ତ୍ୱବଧାନ କରିବେ ଆହ୍ଲାବାଦ ହାଇକୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦନ୍ତ ଓ ମନିଟରିଂ କରିବା ପାଇଁ ହୋଇଥିବା…

ବ୍ଲୁ ଫ୍ଲାଗ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଭାସିଯାଇ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ତାଙ୍କୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ମୋବାଇଲ୍‌ ଡାଟା ସ୍ପିଡ୍‌ ତାଲିକାରେ ଭାରତର ସ୍ଥାନ ୧୩୧

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି  କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍ ତାଲିକାରେ ୧୩୧ ନମ୍ବର ସ୍ଥାନରେ…

ରୁପା କବାଟରେ ଝଲସିବ ଶ୍ରୀମନ୍ଦିର, ଆଜି ବସିବ ବୈଠକ

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିର । ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରା । ଏଥିପାଇଁ ଲାଗିବ ଅଢ଼େଇ ଟନ୍ ରୁପା । ଏ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିବ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ,…

ବିଜୟ ମାଲ୍ୟା ଦେଇଛନ୍ତି ୩୬୦୦ କୋଟି ଦେବେ ୧୧୦୦୦ କୋଟି; ମୁକୁଲ୍‌ ରୋହ୍‌ତଗୀ

ନୂଆଦିଲ୍ଲୀ: କିଙ୍ଗଫିସର୍‌ ଏୟାରଲାଇନ୍ସ ଲିମିଟେଡର ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଆଉ ଏକ ଝଟ୍‌କା ଦେଇଛନ୍ତି। ୟୁନାଇଟେଡ୍‌ ବ୍ରୁରିଜ୍‌ ହୋଲ୍ଡିଂ ଲିମିଟେଡ୍ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦାଖଲ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ଜଣେ ଆହତ

ନୂଆଦିଲ୍ଲୀ:ଭାରତୀୟ ମତ୍ସ୍ୟଜିବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାଙ୍କ ଆକ୍ରମଣ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ…