Latest Odisha News

BREAKING NEWS

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋଟର ସାଇକେଲରେ ୩ ଜଣ ଯାଉଥିବା…

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା…

କ୍ୱାରେଣ୍ଟାଇନରେ ତେଲୁଗୁ ଷ୍ଟାର୍‌ ମହେଶ ବାବୁ

ହ୍ରାଇଦ୍ରାବାଦ: କ୍ୱାରେଣ୍ଟାଇନରେ ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁ। ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟଙ୍କ କରୋନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମହେଶ ବାବୁ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ…

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ୍ ମ୍ୟୁଟାଣ୍ଟ ଚିହ୍ନଟ ହୋଇ ନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଏହି ନୂଆ…

ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲା; ମୁମ୍ବାଇ ପୋଲିସ ଅଧିକାରୀ ସୁନୀଲ ମାନେ ଗିରଫ

ନୂଆଦିଲ୍ଲୀ: ଆଣ୍ଟିଲିଆ ବିସ୍ଫୋରକ ଜବତ ଘଟଣାର ଅନୁସନ୍ଧାନ କରୁଥିବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ରାତିରେ ମୁମ୍ବାଇ ପୋଲିସ ଅଧିକାରୀ ସୁନୀଲ ମାନେଙ୍କୁ ଗିରଫ କରିଛି। ବର୍ତ୍ତମାନ ନିଲମ୍ବିତ ହୋଇଥିବା ସଚିନ ୱାଜେ ଏବଂ ରିୟାଜ କାଜୀଙ୍କ ପରେ ମାନେ ମୁମ୍ବାଇ ପୋଲିସର ତୃତୀୟ…

ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବିଶାଖାପାଟଣା ଏବଂ ପୁଣେକୁ ଶୁକ୍ରବାର ଦିନ ଓଡିଶାରୁ ଆଉ ଦୁଇଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ଦୁଇଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ଏକ…

କୋଭିଡ୍‌ ରୋଗୀଙ୍କୁ ଫେରେଇବା ଅଭିଯୋଗରେ ହସ୍ପିଟାଲ୍‌ ନାଁରେ ଏଫ୍‌ଆଇଆର

ବେଙ୍ଗାଲୁରୁ: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ବାରଣ କରିଥିବା ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ଗୁରୁବାର ସହରର ଏକ ଘରୋଇ ହସ୍ପିଟାଲ ବିରୋଧରେ ଏଫଆଇଆର ଦାଖଲ କରିଛି। ପୋଲିସର ସୂଚନାନୁସାରେ, ବୋମ୍ମାନାହାଲୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ନାଗେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାନରଘାଟ…

ଭୁବନେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୧୨୫ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଡ୍ରଗ୍ସ ବେପାରିକୁ ଗିରଫ କରାଯାଇଛି। ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ବିଭାଗ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ଖୋଳତାଡ଼…

ନିଜ ଏସୟୁଭି ବିକ୍ରି କରି ଲୋକଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ମୁମ୍ବାଇର ଏହି ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇର ଜଣେ ଯୁବକ କିଛି ଦିନ ପୂର୍ବରୁ ତାଙ୍କ ଅଞ୍ଚଳର ଲୋକଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ ଲକ୍ଷ ଟଙ୍କା ମୂଲ୍ୟର ଏସୟୁଭି ବିକ୍ରି କରିଥିଲେ। ମଲାଡର ବାସିନ୍ଦା ଶାହନାୱାଜ୍ ଶେଖ୍ ତାଙ୍କ ଫୋର୍ଡ ଏଣ୍ଡେଭେଭର୍ ଏସୟୁଭି ବିକ୍ରୟ କରି ଡାକ୍ତରଖାନା ତଥା ଅମ୍ଳଜାନ…

ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳରୁ ଶୁକ୍ରବାର ଦିନ ଏକ ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଦିଗବାରେଣି ଖୁଣ୍ଟି ନିକଟରୁ ଲାଇଫଗାର୍ଡ ମୃତ ଡଲଫିନକୁ ଉଦ୍ଧାର କରିଥିଲେ। ଡଲଫିନର ଶରୀରରେ କୌଣସି କ୍ଷତାକ୍ତ ଚିହ୍ନନଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏଁ ଜଣା…