ମହର୍ଷି ପତଞ୍ଜଳୀଙ୍କୁ କାହିଁକି କୁହାଯାଏ ଯୋଗଗୁରୁ…
ନୂଆଦିଲ୍ଲୀ: ସାରା ବିଶ୍ଵରେ ଆଜି ଯୋଗ ଦିବସ ପାଳନ କରାଯାଉଅଛି। କୁହାଯାଏ ଶରୀର ଓ ମନକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ ଯୋଗ।
ହିନ୍ଦୁଶାସ୍ତ୍ରରେ ପତଞ୍ଜଳୀଙ୍କୁ ଯୋଗଗୁରୁ ବୋଲି ବିବେଚନା କରାଯାଇଥାଏ। ତାଙ୍କ ନାମାନୁସାରେ ପତଞ୍ଜଳୀ ଯୋଗସୂତ୍ର ମଧ୍ୟ ପ୍ରକାଶ କରାଯାଇଛି। ହେଲେ ପତଞ୍ଜଳୀଙ୍କ…