ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍ଡାଉନ୍ ଘୋଷଣା କଲେ ୟୁପି ସରକାର
ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏପ୍ରିଲ୍ ୨୪ରୁ ଏହି ସାପ୍ତାହିକ ଲକ୍ଡାଉନ ଲାଗୁ ହେବ।
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୫୦୦ ରୁ ଅଧିକ ସକ୍ରିୟ ମାମଲା…