Latest Odisha News

BREAKING NEWS

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ; କଦଳୀ କେଜିକୁ ୩,୩୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଅତ୍ୟଧିକ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେଉଁଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି, ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ସ୍ବୀକାର କରିଛନ୍ତି ଯେ ତୀବ୍ର ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ପରିସ୍ଥିତି ତୀବ୍ର…

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି। ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା…

ଜୁନରେ ରାଜ୍ୟର କେଉଁ ଜିଲ୍ଲାରେ କେତେ ବର୍ଷା ? କେଉଁଠି ଅଧିକ ଓ କେଉଁଠି ନିଅଣ୍ଟିଆ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷ ଜାରି ରହିଛି । ଜୁନ ମାସରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଦୁନିଆର ସବୁଠାରୁ ଲୋକପ୍ରିୟ ଶୋ’ ତାଲିକାରେ ‘ଦ ଫ୍ୟାମିଲି ମ୍ୟାନ୍’ ଚତୁର୍ଥ ସ୍ଥାନରେ ରହିଛି

ନୂଆଦିଲ୍ଲୀ: ୱେବ୍‌ ସିରିଜ ଦ ଫ୍ୟାମିଲି ମ୍ୟାନ୍ ୧ ଏବଂ ୨ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ମନୋଜ ବାଜପାୟୀଙ୍କ ଅଭିନୀତ ଏହି ୱେବ୍‌ ସିରିଜ୍‌ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଛି। ନିକଟରେ ଏହି ସିରିଜର ସିଜିନ ୨ ଆମାଜନ ପ୍ରାଇମ୍‌ରେ ରିଲିଜ…

ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଦେଖି ଭୁବନେଶ୍ୱର କୁମାରଙ୍କୁ ମନେ ପକାଇଲେ ଫ୍ୟାନ୍, କାହିଁକି ?

ସାଉଥମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ ଭିତରେ ସାଉଥମ୍ପଟନରେ ଖେଳାଯାଉଛି ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ । ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଛି । ଅନ୍ୟପଟେ ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ୱିତକେଟ ହରାଇ ୧୦୧ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର…

କେନ୍ଦ୍ର ଦେଇଛି ୨୯ କୋଟି ଟିକା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗରେ କରୋନା ଟିକାକରଣ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୨୯.୩୫ କୋଟି ଡୋଜ୍ ଟିକା ଯୋଗାଇଦେଇଛନ୍ତି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କିପରି ସିଧାସଳଖ ଟିକା କ୍ରୟ କରିପାରିବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି କେନ୍ଦ୍ର…

ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା; ପିଏମ୍‌ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପଛର କାରଣ ହେଉଛି ମହିଳାଙ୍କ ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା। ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ, "ଯଦି ଜଣେ ମହିଳା…

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ତ ଶର୍ମା

ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ ନେବାରେ ଭାରତୀୟ ବୋଲର ହୋଇଛନ୍ତି ଇଶାନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ଇଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪…

ବ୍ରିଟେନରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ!

ନୂଆଦିଲ୍ଲୀ: ୟୁକେରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଜଣେ ପରାମର୍ଶଦାତା ଚେତାବନୀ ଦେଇଛନ୍ତି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଲକ୍‌ଡାଉନ୍‌ ହୋଇପାରେ। ୟୁରୋପରେ ଭ୍ରମଣ ଉପରେ କେତେକ କଠୋର ନିୟମ ବଜାୟ ରଖିବା ପାଇଁ…

ଅପହରଣ ପରେ ଏଲିୟନ୍ସ ପ୍ରେମରେ ଏବି ବେଲା !

ଲଣ୍ଡନ: ବ୍ରିଟେନର ଏବି ବେଲା ନାମକ ଜଣେ ମହିଳା ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ଏଲିୟନମାନେ ଅପହରଣ କରି ନେବା ପରେ ସେ ସେଠାରେ ଜଣେ ପରଗ୍ରହୀ ଜୀବ ପ୍ରେମରେ ପଡି ଯାଇଛନ୍ତି । ଅପହରଣ କରିବା ପରେ ସେମାନେ ମୋର ଯତ୍ନ ନେଇଥିଲେ ଏବଂ…