Latest Odisha News

BREAKING NEWS

ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ; ସେନା ଓ ପୋଲିସ୍‌ ମୁହାଁମୁହିଁ;

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଦ ହଜିଯାଇଛି। ସୂଚନା ଅନୁଯାୟୀ ତାଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କ ଦୁଇଟି ରାଲି ଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ସମୟରେ କରାଚିରେ ନୱାଜ ସରିଫଙ୍କ ପୁତୁରାଙ୍କୁ ଗିରଫ କରିଯିବା ସହ  କରାଚି ପୋଲିସ…

କୋରାପୁଟରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟରୁ ଶୁକ୍ରବାର ଦିନ ଓଡିଶା ପୋଲିସ ପ୍ରାୟ ୧୩ କ୍ୱିଣ୍ଟାଲ୍ ର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଘଡୁ…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୪ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୦ଟା ୩୦ମି.ରୁ ୧ଟା ୩୦ମି. ମଧ୍ୟରେ ରାଜ୍ୟର…

ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡୁଆ ବଢିବାରେ ଲାଗିଛି। ବାନ୍ଦ୍ରା କୋର୍ଟ ପରେ ତାଙ୍କ ବିରୋଧରେ ଅନ୍ଧେରି କୋର୍ଟରେ ପୁଣି ଥରେ ଅଭିଯୋଗ ହୋଇଛି। ବୃତ୍ତି ଅନୁଯାୟୀ ଜଣେ ଓକିଲ କାଶିଫ୍‌ ଅଲ୍ଲୀ ଖାନ୍‌ କଙ୍ଗନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। କଙ୍ଗନା ନିଜ ଟ୍ୱିଟ୍…

ନଭେମ୍ବରରେ ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ପରୀକ୍ଷଣ ନେଇ ଆସିଲା ବଡ଼ ଖବର ।  ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମୋଦନ ଦେଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୭୬ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ୨୧୫ଟି ଦେଶକୁ ମହାମାରୀ କରୋନା କାୟା ବିସ୍ତାର କରିସାରିଛି। କେତେକ ଦେଶରେ ଭାଇରସ୍‌ର ପୁନଃ ସଂକ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଯେଉଁଥିପାଇଁ ପ୍ରତିଦିନ ରେକର୍ଡ ସ୍ତରରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪.୭୬ ଲକ୍ଷ କରୋନା ମାମଲା…

ବ୍ରାଣ୍ଡ ନାଁରେ ଭେଜାଲ୍ ମାଲ୍: ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ

ଭୁବନେଶ୍ୱର: ଅସଲି ବ୍ରାଣ୍ଡରେ ନକିଲା କାରବାର । ରାଜଧାନୀରୁ ଠାବ ହୋଇଛି ନକଲି ପାଣି କାରଖାନା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅନ୍ତର୍ଗତ ଗ୍ରାମଡ଼ିହ ଗାଁରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା । ଏହି ଘଟଣାରେ ମ୍ୟାନେଜର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…

‘ଲକ୍ଷ୍ମୀ ବମ୍’‌ ଚଳଚ୍ଚିତ୍ରର ନାଁ ପରିବର୍ତ୍ତନକୁ ନେଇ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍' ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଦେଶର ଅନେକ ସଂସ୍ଥା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। କାହାକୁ ଫିଲ୍ମ ଟାଇଟଲ୍‌କୁ ନେଇ ସମସ୍ୟା ହେଉଛି ଆଉ କାହାକୁ ଫିଲ୍ମର ବିଷୟବସ୍ତୁକୁ ନେଇ ସମସ୍ୟା…

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ଗଗନ ପବନ ଚଳଚଞ୍ଚଳ । ମଣ୍ଡପରେ ବିରାଜିଛନ୍ତି ଦୁର୍ଗତିନାଶିନୀ । ମହାମାୟାଙ୍କ ଆଜି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କର ବିଲ୍ୱବରଣ ନୀତି ଅୁଷ୍ଠିତ ହୋଇଥିଲା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ପରିସର ।…

ଇଦ୍‌ରେ ମୁକ୍ତିଲାଭ କରିବ ସଲମାନ୍‌ଙ୍କ ‘ରାଧେ- ୟୋର୍‌ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ’‌!

ନୂଆଦିଲ୍ଲୀ: ସୂଚନାନୁସାରେ, ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ରାଧେ ଦ ମୋଷ୍ଟ ୱାଣ୍ଟେଡ୍‌' ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ମେ ୧୨ ତାରିଖରେ ରିଲିଜ କରାଯିବାର ଯୋଜନା ରହିଛି। ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଫିଲ୍ମଟି ଆସନ୍ତା…