Latest Odisha News

BREAKING NEWS

ସୋନୁ ସୁଦଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ କରୋନା ସଂକ୍ରମିତ ହୋଇଛନ୍ତି। ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଉଥିବା ସୋନୁ ବି ଆଜି କରୋନା କବଳରେ। ସେ ନିଜେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ…

ସଂକ୍ରମଣ ରୋକିବାକୁ ସପ୍ତାହନ୍ତ ସଟଡାଉନ

ମାଲକାନଗିରି:କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଭିନ୍ନ ଜିଲ୍ଲାଗୁଡିକରେ ନାଇଟକର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ…

ସୁସ୍ଥ ହେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସୁସ୍ଥ ହେଲେ ଅଭି‌ନେତ୍ରୀ କ୍ୟାଟ୍ରିନା କୈଫ। ସେ ୧୭ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ।ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। କ୍ୟାଟ୍ରିନା କୈଫ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଯେ ତାଙ୍କ କରୋନା…

‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପରେ କାର୍ତ୍ତିକଙ୍କୁ ଅନ୍‌ଫଲୋ କଲେ କରଣ?

ନୂଆଦିଳ୍ଲୀ: 'ଦୋସ୍ତାନା ୨'ରୁ ବାହାରିବା ପରେ କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କୁ ଅଣଦେଖା କରିଥିବା ଜଣାଯାଇଛି। ଶୁକ୍ରବାର ଦିନ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ପ୍ରସ୍ତୁତ ଦୋସ୍ତାନା ସିକ୍ୱେଲରେ କାର୍ତ୍ତିକଙ୍କୁ ଆଉଟ୍‌ କରାଯାଇଥିବା ଜଣାଯାଇଛି। ଏହାର କାରଣକୁ ନେଇ ନିର୍ମାତା କିମ୍ବା…

ସୋମବାର ଠାରୁ ରାଜ୍ୟରେ ହେବ ୫୦,୦୦୦ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟରେ ବଢିବ କୋଭିଡ୍‌ ଟେଷ୍ଟ। ଦିନକୁ ୫୦,୦୦୦ କୋଭିଡ୍‌ ପରୀକ୍ଷା କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଆରଟି- ପିସିଆର୍‌ ପରୀକ୍ଷାକୁ ଦିନକୁ ୨୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦୁଇଟି ବେସରକାରୀ ଲାବୋରେଟୋରୀର…

ଆଇସିସି ଟି୨୦ ବିଶ୍ୱକପ : ପାକିସ୍ତାନ ଟିମକୁ ଭିଜା ମିଳିବ !

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଟି୨୦ କ୍ରିକେଟ ବିଶ୍ୱକପ ଆୟୋଜିତ ହେବ । ତେବେ ଏଥିରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଶଙ୍କା ରହିଥିଲା । ମିଡିଆ ରିପୋର୍ଟ ଅନୁସାରେ ଭାରତ ସରକାର ପାକିସ୍ତାନ ଟିମକୁ ଭିଜା ଦେବା ପାଇଁ ରାଜି ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ…

ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଆଜିଠୁ ରାଜ୍ୟର ୨୦ଟି ଜିଲ୍ଲାରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ । ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ । ରାତି…

ଜାନୁଆରୀ ୨୬ ହିଂସା; ଅଭିଯୁକ୍ତ ଦୀପ୍‌ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଜାତୀୟ ରାଜଧାନୀରେ ହୋଇଥିବା ହିଂସା ଘଟଣାରେ ଅଭିଯୁକ୍ତ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସିଦ୍ଧୁଙ୍କ ଜାମିନ ଆବେଦନ କିମ୍ବା ସ୍ପଷ୍ଟୀକରଣ ପାଇଁ ଅତିରିକ୍ତ ସେସନ୍ସ ଜଜ୍…

କରୋନା ରେଡ୍ ଜୋନରେ ଓଡ଼ିଶାର ୪ ଜିଲ୍ଲା, ସେସବୁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର: ରାଜ୍ୟରେ କରୋନାର ସେକେଣ୍ଡ ଓ୍ୱେଭ୍ ଧୀରେ ଧୀରେ ବ୍ୟାପୁଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ । କରୋନା ରେଡ୍ ଜୋନରେ ରହିଛି ରାଜ୍ୟର ୪ଟି ଜିଲ୍ଲା । ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ଦୈନିକ ସଂକ୍ରମଣ ବି…

ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବାହାର ଲୋକ ସଂକ୍ରମଣ ନେଇକି ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଛତିଶଗଡ଼ରୁ…