Latest Odisha News

BREAKING NEWS

ଅଭିଯୁକ୍ତ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟ୍‌ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଦିନ ଏକ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ସିଦ୍ଧାର୍ଥ ପଠାନିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା…

ଦେଶରେ ୬୫ ହଜାର ତଳେ ଦୈନିକ ସଂକ୍ରମଣ, ୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ସୁଧାର ଆସୁଛି । ଦୈନିକ କେସ୍ ଲଗାତାର ଚତୁର୍ଥ ଦିନରେ ୭୦ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୨ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରେ ଆଉ ୧୫ଶହ ୮୭…

ଦେଶକୁ ଏକ ନୂତନ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଗୃହର ଆବଶ୍ୟକତା କେତେ ?

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ୨-୧ରେ ଦେଇଛନ୍ତି । ଏହି ପ୍ରକଳ୍ପ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ପରିବେଶ ମଞ୍ଜୁରୀକୁ ସମର୍ଥନ କରିଛନ୍ତି । ଏହା ସହିତ…

ଓଡ଼ିଶାରୁ କରୋନା ନେଲା ୩୭ ଜୀବନ, ଜୁନରେ ଆଜି ସୁଦ୍ଧା ଗଲାଣି ୭୦୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସିଛି । ୨୪ ଘଣ୍ଟାରେ ଆଉ ୩୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ସଂକ୍ରିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି କଟକ,…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ, ୩୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଗତକାଲି ୬୩ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଆଜି ୬୪ହଜାର ୮୫୦ ନମୁନା ପରୀକ୍ଷା ହୋଇଛି । ଆଜି…

ରାସ୍ତା ଉପରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଧୂଆଁମୟ ହୋଇଗଲା ରାଜରାସ୍ତା

ଖୋର୍ଦ୍ଧା: ଏସିଡବାହୀ ଟ୍ୟାଙ୍କରରୁ ଏସିଡ୍ ଲିକ୍ । ଧୂଆଁମୟ ହୋଇଗଲା ରାଜରାସ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚମ୍ପାଗଡ଼ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଗତକାଲି ରାତିରେ ଘଟିଥିଲା ଏହି ଘଟଣା । ଫଳରେ ଜାତୀୟ ରାଜପଥ ଧୂଆଁମୟ…

ଆଭାସୀ ତ୍ରିଦିବସୀୟ ରଜ ଆସରରେ କାଳିଦାସ ଓ ଭଞ୍ଜ ସାହିତ୍ୟ ଚର୍ଚ୍ଚା

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଆନୁକୂଲ୍ୟରେ ରଜ ଅବସରରେ ଅନଲାଇନ ମାଧ୍ୟମରେ ତିନିଦିନ ଧରି ଆଭାସୀ ରଜ ଆସରରେ ରଜ , କାଳିଦାସ ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ପହିଲି ରଜ ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ…

ଆରଟେମିିନ କଳା ସଂସ୍ଥାର ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ କଳା ଅନୁଷ୍ଠାନ 'ଆରଟେମିିନ କଳା ସଂସ୍ଥା' ଆନୁକୂଲ୍ୟରେ "ରସ ଉପରେ ରଙ୍ଗର ପ୍ରଭାବ" ଶୀର୍ଷକରେ ଏକ ଭର୍ଚୁଆଲ କଳା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ କୁମାର ଜେନା ଓ ଶତ୍ରୁଘ୍ନ ସାହୁଙ୍କ ଉପସ୍ଥାପନା ଏବଂ କବିତା ମଞ୍ଜରୀଙ୍କ ପରିଚାଳନାରେ ଆୟୋଜିତ ଏହି…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୮-୬-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୮ ରିଖ ଶୁକ୍ରବାର ମିଥୁନ ୪ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ବୃଷ ରାଶିର ଆଜିର…