Latest Odisha News

BREAKING NEWS

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, କଟକ (କଟକ…

ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍‌, ହେଲେ ଷ୍ଟାରକାଷ୍ଟ କିଏ ?

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି…

ଚୀନରେ ଆମେରିକା ଅଧିକାରୀମାନେ ଅଜଣା ରୋଗରେ ଆକ୍ରାନ୍ତ, ଡ୍ରାଗନ ଷଡଯନ୍ତ୍ର କରୁନି ତ!

ୱାଶିଂଟନ: ଚୀନରେ ରହୁଥିବା ଆମେରିକା ଅଧିକାରୀମାନେ ହଠାତ୍ ଅଜଣା ରୋଗରେ ପଡୁଛନ୍ତି । ଏଥିନେଇ ଚୀନ କିଛି ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି । ଗୁଆଙ୍ଗଝୋରେ ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଏହି ଅଜଣା ବ୍ୟାଧିରେ ଶୀକାର ହୋଇଛନ୍ତି । ଆଖି ଖୋଲି ନ…

ସୁଶାନ୍ତଙ୍କ ପାଇଁ ହ୍ରିିତିକଙ୍କ ମା’ ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୪ ମାସରୁ ଅଧିକ ସମୟ ବିତିଗଲାଣି । ଏତେ ଦିନ ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଆଜି ବି ସସ୍‌ପେନ୍ସ ଜାରି ରହିଛି । ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବଲିଉଡର…

ବିନା ଭକ୍ତରେ ଏବର୍ଷ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଲାଗିବ ୧୪୪ ଧାରା

ଭବାନୀପାଟଣା: ଆସନ୍ତା ୨୪ ତାରିଖରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏବର୍ଷ କରୋନା ଯୋଗୁ ବିନା ଭକ୍ତରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଆସନ୍ତାକାଲି ମଧ୍ୟରାତ୍ରୀରୁ ୨୫…

ସତ ହେଲା ଅଭିନେତା ରଣଦୀପ ହୁଡ୍ଡାଙ୍କ ସ୍ୱପ୍ନ !

ମୁମ୍ବାଇ: ଫିଲ୍ମ ମନ୍‌ସୁନ୍ ୱେଡିଂରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ରଣଦୀପ ହୁଡ୍ଡା । ଏବେ ମନ୍‌ସୁନ୍‌ରେ ୱାଇଲ୍ଡ ଲାଇଫର ମଜା ନେଉଛନ୍ତି । ଫିଲ୍ମରେ ସବୁବେଳେ ଭର୍ସାଟାଇଲ୍ କିର୍ଦାରରେ ନଜର ଆସୁଥିବା ରଣଦୀପ ଶେଷଥର ପାଇଁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଥିବା ଏକ୍ସଟ୍ରାକ୍ସନ୍‌ରେ…

ଏଥର ବିନା ଦର୍ଶକରେ ରାବଣ ପୋଡି

ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ଫିକା ପଡିବ ଦଶହରା । ଏଥିସହ ବିନା ଦର୍ଶକରେ ହେବ ରାବଣ ପୋଡି । ଘରେ ବସି ଫେସ୍‌ବୁକ୍ ଓ ୟୁଟ୍ୟୁବରେ ଲାଇଭ ଦେଖିବେ ଦର୍ଶକ । କଟକରେ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡି ଉତ୍ସବକୁ ଅନୁମତି ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତଥର ଏଠାରେ ବିନା…

କାଲି ୧୨ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, ୨୪ ଘଣ୍ଟାରେ ୧୫ ମୃତ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଛୁଇଁବ । ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି । Regret to…

ବିହାରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି: ମାଗଣାରେ କରୋନା ଟିକା ଓ ୧୯ ଲକ୍ଷ ନିଯୁକ୍ତି

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବ ବିଜେପି । ଲୋକଙ୍କ ଘରେ ପହଞ୍ଚିଇବ । ନିର୍ବାଚନ ଇସ୍ତାହରରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ପାଟନାରେ ବିଜେପି ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନ…

୧୯୧୩ ନୂଆ ପଜିଟିଭ ଚିହ୍ନଟ , ରାଜ୍ୟରେ ୧୦୦ ଉପରେ ମାତ୍ର ୩ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ତିନିରୁ ଚାରି ଦିନ ହେବ ଓଡ଼ିଶାରେ ୨ ହଜାର ତଳେ ସଂକ୍ରମିିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ…