Latest Odisha News

ଡିସେମ୍ବର ୩୧ ତାରିଖ ଯାଏଁ ମିଳିପାରିବ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର: ପୂର୍ବରୁ ଘୋଷଣା ହୋଇଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ଜନସାଧାରଣ ପାଇପାରିବେ ବୋଲି ଆଜି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜିର ଏହି ଘୋଷଣା ଅନୁଯାୟୀ, ଉଭୟ ଅନଲାଇନ୍ ଏବଂ ଅଫଲାଇନରେ…

‘ଏଏସଆଇ’ର ଅବହେଳା ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଫାଟ ସୃଷ୍ଟି: ବିପଦ ଶଙ୍କୁଳ ସ୍ଥିତିରେ ଦଧିନଉତି

ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ)ର ଦାୟିତ୍ୱହୀନତାକୁ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଏଏସଆଇର ଅବହେଳା ଯୋଗୁଁ ଏହାର ମରାମତି କାର୍ଯ୍ୟ ହୋଇପାରିନାହିଁ…

କ୍ରୁଶବିଦ୍ଧର ସମୟ

କ୍ରୁଶବିଦ୍ଧର ସମୟ ନିହାର ରଂଜନ ପରିଡା ଯେଉଁମାନେ ବୁଝନ୍ତିନି କାହିଁକି ଉଠେ ଦୀର୍ଘଶ୍ୱାସ ଦିନେ ସେମାନଙ୍କୁ ହିଁ ତ ଭାବିଥିଲି ବନ୍ଧୁ, ସଖା ଏବଂ ସହୋଦର ଏବେ କିନ୍ତୁ ମୁଖାର ଖୋଳପା ତଳୁ ସ୍ପଷ୍ଟ ଦିଶୁଛି ଆତ୍ମୀୟଙ୍କ ମୁହଁ ମୋ କ୍ରୁଶବିଦ୍ଧ ହେବାର ଅପେକ୍ଷାରେ ପ୍ରାର୍ଥନା…

‘ପ୍ରୋକ୍ୱେଷ୍ଟ’ ପକ୍ଷରୁ ସୋଆ ମୁଖ୍ୟ ଲାଇବ୍ରେରିୟାନଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ’ ସମ୍ମାନ

ଭୁବନେଶ୍ୱର: ପାଠାଗାର ଏବଂ ସୂଚନା ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ମୁଖ୍ୟ ଲାଇବ୍ରେରିଆନ୍ ଡଃ ଡି.ବି. ରମେଶଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଂଟ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର…

ଭୁବନେଶ୍ୱରରେ ସ୍ଥାପିତ ହେବ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବରମୁଣ୍ଡାରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ ସ୍ଥାପନ ଲାଗି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନୂଆ ଅତ୍ୟାଧୁନିକ ଟର୍ମିନାଲରେ ବସ୍ ଓ ଯାତ୍ରୀମାନଙ୍କ ଲାଗି ସମସ୍ତ ଆବଶ୍ୟକୀୟ ସୁବିଧା…

ସରକାରୀ ହସ୍ପିଟାଲ୍ ନିକଟରୁ ୧୪ ଦଲାଲ୍ ଗିରଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ରାଜ୍ୟର ୩ଟି ସରକାରୀ ହସ୍ପିଟାଲ ପରିସରରୁ ପାଖାପାଖି ୧୪ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲମାନେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନ୍ୟତ୍ର ଯାଇ ଚିକିତ୍ସିତ ହେବା ପାଇଁ ପ୍ରଲୋଭନ ଦେଖାଇଥାନ୍ତି ।…

ପୁଣେରେ ଭୟଙ୍କର ବର୍ଷା ବିତ୍ପାତ; ବନ୍ୟାରେ ୧୨ ମୃତ

ପୁଣେ: ପୁଣେରେ ଲଗାତର ଗୋଟିଏ ଦିନ ପ୍ରବଳ ବୃଷ୍ଟିପାତ ଯୋଗୁଁ ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ହଠାତ୍ ପାଣି ମାଡ଼ି ଆସିବା ଯୋଗୁଁ ବିଭିନ୍ନ ଯାଗାରେ କାନ୍ଥ ଖସି ଏବଂ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । #UPDATE: Death toll in Pune…

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା ଜ୍ୟୋତି ନନ୍ଦ ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ ଅଳ୍ପକିଛି ମେଘ…

‘ମାଲାବାର ଯୁଦ୍ଧାଭ୍ୟାସ’ରେ ଭାଗନେବେ ଭାରତ, ଜାପାନ ଓ ଆମେରିକା ନୈାସେନା

ନୂଆଦିଲ୍ଲୀ: ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ…