Latest Odisha News

ତାମିଲ ସିନେମାରେ ଓଡିଆ ଝିଅ ଦେବସ୍ମିତା

ଭୁବନେଶ୍ୱର: ତାମିଲ ସିନେମାରେ ନଜର ଆସିବାକୁ ଯାଉଛନ୍ତି ଜଣେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ସିନେମାରେ। ତାମିଲ ସିନେମା ‘ଦରବାର’ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଝିଅ ଦେବସ୍ମିତା। ଜଣେ…

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ମୋଦୀଙ୍କୁ ମିଳିଲା ‘ଗ୍ଲୋବାଲ୍ ଗୋଲକିପର୍ ଆୱାର୍ଡ଼’…

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ମିଳିଛି ‘ଗ୍ଲୋବାଲ୍ ଗୋଲକିପର୍’ ପୁରସ୍କାର । ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ନ୍ୟୁୟର୍କଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଅନ୍ତର୍ଜାତୀୟ ପୁରସ୍କାର…

ପାକିସ୍ତାନ ଭୂମିକମ୍ପରେ ୨୬ ମୃତ; ପିଓକେରେ ଅଧିକ ଅନୁଭୂତ

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପ ଯୋଗୁଁ ୨୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । Road damage at Jehlum Pakistan…

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ସେପ୍ଟେମ୍ବର ୨୯ ତାରିଖରୁ ‘ନବରାତ୍ରୀ’ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି…

ଯନ୍ତ୍ରୀଙ୍କ ବଦଳି ଉପରେ ନୂଆ ନିୟମ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ବର: ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ଏବେ ପ୍ରସ୍ତୁତ ହେଉଛି । ଏହା ମଧ୍ୟରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳିନ ବଦଳି ନୀତି ପ୍ରକାଶ ପାଇଛି । ବିଭାଗରେ ସ୍ବଚ୍ଛତା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ବଦଳି ନୀତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୯-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୫ ରିଖ ବୁଧବାର କନ୍ୟା ୦୯ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ପୂଷ୍ଯା ଭୁକ୍ତ ଅଶ୍ଳେଷା ନକ୍ଷତ୍ର କର୍କଟ…

ପୂଜା ଲାଗି ପୂର୍ବତଟ ରେଳପଥର ବ୍ୟବସ୍ଥା; ଅତିରିକ୍ତ ବର୍ଥ ସହିତ ଚାଲିବ ୧୩ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଅଛି । ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ଯାତ୍ରୀ ମାନେ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଟିକେଟ ବୁକ କରିପାରିବେ । ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ…

ସ୍ଥିତି ସମୀକ୍ଷା ଲାଗି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ସମୀକ୍ଷା ପାଇଁ ମଙ୍ଗଳବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ । ଏହି ଦୁଇଦିନିଆ ବୈଠକର ପ୍ରଥମ ଦିନରେ ଓଏଭିଏସ୍ ନିର୍ଦ୍ଦେଶକ,…

ଦିଲ୍ଲୀ ସମେତ ପୂର୍ବ ଭାରତରେ ଭୂକମ୍ପ…

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ଫ ଅନୁଭୂତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ଏହି ଭୂକମ୍ଫ ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣାରେ ଅନୁଭୂତ ହୋଇଛି । ଭାରତ-ପାକିସ୍ତାନ ସୀମାନ୍ତ କାଶ୍ମୀରର କିଛି ଅଞ୍ଚଳରେ ମଧ୍ୟ…

ପରିବେଶରେ ‘ସବୁଜ ବଳୟ’ ସୃଷ୍ଟି ଲାଗି ‘ଆଦାନୀ ଧାମରା ପୋର୍ଟ’ର ସଫଳ ପ୍ରୟାସ…

ଧାମରା:  ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟ ନେଇ ଗତ ଏକ ଦଶନ୍ଧି ଧରି ଆଦାନୀ ଧାମରା ପୋର୍ଟ ପକ୍ଷରୁ ଏହାର ରେଳଧାରଣାର ଉଭୟ ପାଶ୍ୱ, ବିଦ୍ୟାଳୟ ଏବଂ ପଞ୍ଚାୟତଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଆସୁଅଛି । ଆଦାନୀ ଗ୍ରୂପର ଏକ ଶାଖା ଭାବେ…