Latest Odisha News

BREAKING NEWS

ଧଉଳି ଶାନ୍ତିସ୍ତୁପରେ ଶିଳ୍ପୀଙ୍କ ସମାଗମ

ଭୁବନେଶ୍ୱର: କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି ଦିଲ୍ଲୀର ଜଣେ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ । କୋଲକତା ସରକାରୀ…

‘ନ୍ୟାସନାଲ ଜିଓଗ୍ରାଫିକ’ରେ ନବୀନ; କହିବେ ‘ଫନି’ ମୁକାବିଲାର କାହାଣୀ

ଭୁବନେଶ୍ୱର: ପ୍ରଥମେ ମୋଦୀ ଆଉ ଏବେ ନବୀନ । ସାରା ଦୁନିଆ ଦେଖିବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଫଳତାର ଝଲକ । କିଛିଦିନ ତଳେ 'ଡିସ୍କୋଭରି ଚ୍ୟାନେଲ' ର 'ମ୍ୟାନ୍ ଭର୍ସେସ୍ ୱାଇଲ୍ଡ' ଶୋ'ରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ଆସିଥିବା ବେଳେ ବର୍ତ୍ତମାନ 'ନ୍ୟାସନଲ ଜିଓଗ୍ରାଫି ଚ୍ୟାନେଲରେ…

୨୦୨୧ରେ ହେବ ଡ଼ିଜିଟାଲ୍ ଜନଗଣନା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ମଲଟିପରପୋଜ୍ ଆଇଡ଼ି କାର୍ଡ଼ ବ୍ୟବହାର ଲାଗି ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁ କାର୍ଡ଼ରେ ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ ଏବଂ ଅନ୍ୟ ସୂଚନା ପ୍ରଦାନ କରୁଥିବ ସେହି କାର୍ଡ଼ ପ୍ରଚଳନ…

‘୧୮ବର୍ଷରୁ କମ୍ ଏଆଇଟିଏ ଟେନିସ’ ଟାଇଟଲ୍ ଜିତିଲେ ଓଡ଼ିଶା ଖେଳାଳି କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଅହମ୍ମଦାବାଦଠାରେ ଅନୁଷ୍ଠିତ ହୋଇଥିବା ଏଆରଏ-ଏଆଇଟିଏ ୧୮ ବର୍ଷରୁ କମ୍ ସିଙ୍ଗଲ୍ସ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦସ୍ଥିତ ‘ଅହମ୍ମଦାବାଦ ର‌୍ୟାକେଟ୍ ଏକାଡ଼େମୀ’ଠାରେ ଅନୁଷ୍ଠିତ…

‘ଓଏସଏସସି’ର ଅଧ୍ୟକ୍ଷ ହେଲେ ନିର୍ମଳ ଚନ୍ଦ୍ର ମିଶ୍ର

ଭୁବନେଶ୍ୱର: ଆଇଏଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି ନିର୍ମଳ । ମେଜର ଜେନେରାଲ ଭବାନୀଶଙ୍କର ଦାସ ନିଜ କାର୍ଯ୍ୟକାଳ ପୂରା କରି ସାରିବା ପରେ ସରକାର ନୂତନ ଅଧ୍ୟକ୍ଷ…

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । I have always wanted to join politics since childhood. My family has also been involved in…

ଏହିସବୁ ବାସ୍ତୁଦୋଷ ଯୋଗୁଁ ଘରେ ଲାଗିରହେ କଳହ !

ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ । ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁସବୁ ଦିଗ ଉପରେ ଧ୍ୟାନ ରଖିଲେ ଏହିସବୁ ସମସ୍ୟା ଠାରୁ ଦୂରେଇ ରହିବେ: ଆପଣଙ୍କ ଶୋଇବା ଘରେ ଭଗବାନଙ୍କ…

ନବରାତ୍ରୀରେ କଳସ ସ୍ଥାପନା କରିବା ଆଗରୁ ଜାଣି ରଖନ୍ତୁ ଏହିସବୁ ବିଧି

ଭୁବନେଶ୍ୱର: ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ରୀତିନୀତି, ବାଦ୍ୟ , ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠିବ ଚାରିଦିଗ । ୯ ଦିନ ଯାଏଁ ଷୋଡ଼ଶ ପୂଜା ଉପଚାରରେ ଚାଲିବ ମାଆ ଦୁର୍ଗାଙ୍କର ଆବାହନ । ୯ଦିନ ଯାଏଁ ଚାଲିବାକୁ ଥିବା ଏହି ପୂଜାକୁ ନବରାତ୍ର ମଧ୍ୟ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରୁ ପଶ୍ଚିମବଙ୍ଗର ପଶ୍ଚିମ-ମଧ୍ୟ ପଟେ ସାଇକ୍ଲୋନିକ୍ ସର୍କୁଲେସନ୍ ଏବେ ପଶ୍ଚିମ-ପଶ୍ଚିମ…