Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ

ନୂଆଦିଲ୍ଲୀ: ଆଜି ଖୋଲୁଛି ଐତିହାସିକ ଐତିହ୍ୟ ସ୍ଥଳୀ ତାଜମହଲ। ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି। ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ। ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟକ…

୩୦ ମିନିଟ୍‌ ଧରି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୋଲିସର ଜେରା

କୋଲକାତା: ଭେଟେରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ବୁଧବାର କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ମିଥୁନଙ୍କୁ ୧୦ ମିନିଟରୁ ୩୦ ମିନିଟରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରିଥିଲା।…

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ…

ଜନ୍ମଦିନରେ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା

କୋଲକାତା: ଅଭିନେତାରୁ ରାଜନେତା ପାଟିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଆଜି ପଚରାଉଚରା କରିଛି କୋଲକାତା ପୋଲିସ । ଭିଡିଓ କନଫରେନ୍ସିଂରେ ତାଙ୍କୁ ଜେରା ଚାଲିଛି । ବିବାଦୀୟ ଭାଷଣ ଦେବା ନେଇ…

ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଆଲଫା, ଡେଲଟା ଏବଂ କାପା ଷ୍ଟ୍ରେନ୍‌ର ୧୧ ଟି ମାମଲା ରିପୋର୍ଟ ହୋଇଛି। ୧୧ ଟି ମଧ୍ୟରୁ ଗୋଟିଏ ୟାଙ୍ଗନ୍ ଏବଂ କାଲେରେ, ଚାରିଟି ମାନ୍ଦାଲେ, ତିନୋଟି ଦକ୍ଷିଣ…

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ ।…

ବାଇକରେ ଲୁଚିଥିଲା ନାଗ ସାପ, ଫଣା ଟେକି ବାହାରିଲା

ଯାଜପୁର: ବାଇକରେ ଲୁଚିଥିଲା ନାଗ ସାପ । ସିଟ୍ ପୋଛିବା ବେଳେ ଦେଖିଥିଲେ ବାଇକ୍ ଆରୋହୀ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଉଦ୍ଧାର ହୋଇଚି ଗୋଟିଏ ନାଗ ସାପ ।…

ରସୁଲଗଡ଼ ଓଭରବ୍ରିଜ ଉପରେ ପିସିଆର ଗାଡ଼ିକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା  । ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ପିସିଆର ଗାଡ଼ିକୁ ପଛ ପଟୁ…

କେମିତି ହେବ +୨ ମୂଲ୍ୟାୟନ ? ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ

ଭୁବନେଶ୍ୱର: ରାଜ୍ୟରେ କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ? ବିକଳପ୍ ମୂଲ୍ୟାନ ନେଇ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଏଥିପାଇଁ ରାଜ୍ୟ ସରକାର ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ସମୟସୀମା ଥିଲା । ତେବେ କଣ୍ଟ ପୂରିଥିଲେ…

ଡବ୍ଲ୍ୟୁଟିସି ଫାଇନାଲ: ବାୟୋ ବବଲ ନିୟମ ଉଲ୍ଲଂଘନ କରିଛନ୍ତି ନ୍ୟୁଜିଲାଣ୍ଡ ଖେଳାଳି, ଅଭିଯୋଗ କରିବ ବିସିସିଆଇ

ସାଉଥାମ୍ପଟନ: ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ଏଠାରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳି ବାୟୋ ବବଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଛି । କ୍ରିକବିଜରେ ପ୍ରକାଶିତ ଖବର ଅନୁସାରେ ନ୍ୟୁଜିଲାଣ୍ଡର ୬ଜଣ ଖେଳାଳି କୋଭିଡ ନିୟମ ଉଲ୍ଲଂଘନ…