Latest Odisha News

BREAKING NEWS

ଆଶୁତୋଷ ରାଣା କରୋନାରେ ଆକ୍ରାନ୍ତ, ଏପ୍ରିଲ ୬ରେ ନେଇଥିଲେ ଟିକା 

ମୁମ୍ବାଇ: ବଲିଉଡର ପପୁରାଲ ଆକ୍ଟର ଆଶୁତୋଷ ରାଣା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସେଆର କରି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ଭାରତୀୟ ନବ ବର୍ଷ ଓ ଚୈତ୍ର ନବରାତ୍ର । ଆଜିଠୁ ନଅ ଦିନ ଯାଏ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ଆଜି…

କରୋନା ଯୋଗୁ ଶାହାରୁଖ, ସଲମାନ ଓ ପ୍ରଭାସଙ୍କ ଫିଲ୍ମ ଶୁଟିଂରେ ବ୍ରେକ୍‌

ମୁମ୍ବାଇ: ପ୍ରାୟ ୧ ବର୍ଷ ପରେ କରୋନାରୁ ସ୍ଥିତି ସାଧାରଣ ହେଉଥିବା ବେଳେ ଅବହେଳା ଯୋଗୁ ଏହା ପୁନର୍ବାର ଭୟଙ୍କର ରୂପ ନେଇଛି । ଏହି ଜାଲରେ ସମସ୍ତେ ପଡିଥିବା ବେଳେ ବଲିଉଡ କିପରି ବାଦ୍ ପଡନ୍ତା । ବିଭିନ୍ନ ବିଗ ବଜେଟ ଫିଲ୍ମର ଶୁଟିଂ ଜୋର ସୋରରେ ଆରମ୍ଭ ହେଉଥିବା ବେଳେ ଏବେ ଏଥିରେ ବ୍ରେକ୍…

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ, ମିଳିବ ଜରୁରୀକାଳୀନ ଚିକିତ୍ସା ସୁବିଧା 

ପୁରୀ: ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀ କାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି । ଦର୍ଶନ ପାଇଁ…

ଆଗ ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଏଠାକାର ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବାରିପଦା ଓ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ହ୍ରାସ ପାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ବାରିପଦାରେ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏନେଇ…

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ୮ ବର୍ଷ ପାଇଁ ବାସନ୍ଦ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ ହିଥ ଷ୍ଟ୍ରିକଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୯ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସେ କ୍ରିକେଟ ସହ କୌଣସି ପ୍ରକାର ଯୋଡି ହୋଇ ପାରିବେ ନାହିଁ । ଆଇସିସି ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ସେ…

ମାଆ ହେବାକୁ ଯାଉଛନ୍ତି ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ, ଫଟୋ ସେୟାର କରି ଦେଖାଇଲେ ବେବି ବମ୍ପ 

ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ ଖୁସି ଖବର ଦେବାକୁ ଯାଉଛନ୍ତି । ଅଭିନେତ୍ରୀ ଅଫସାଂ ଆଜାଦ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ସେ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି । ଫଟୋରେ ଅଭିନେତ୍ରୀ ଜଣଙ୍କ ନିଜ ବେବି ବମ୍ପକୁ…

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୩୦୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ଟପିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୦୭ ଜଣ ସଂକ୍ରମିତ । ଏଥିରୁ ୬୯ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ, ଲୋକାଲ କେସ୍ ରହିଛି ୨୩୮ ।…

ରାଜ୍ୟରୁ ସୁସ୍ଥ ହେଲେ ୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମୁଣ୍ଡ ଟେକୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୬୧୦ ଜଣ ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ନୂଆପଡ଼ାରୁ ସର୍ବାଧିକ ୧୨୦ ଜଣ…

କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଲେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ରକୃତ ବନ୍ଧୁ ଅର୍ଥ କେବଳ ସୁଖରେ ନୁହେଁ ବରଂ ଦୁଃଖ ସମୟରେ ବି ସାଥୀରେ ରହିଥାଏ। ସେହିଭଳି ଏକ ପ୍ରକୃତ ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନର ଜଣେ ବ୍ୟକ୍ତି କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଦେଇଛନ୍ତି। ତେବେ ଘଟଣାକ୍ରମ…