Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ

ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ବନ୍ଦ ହେବ ପିପିଲି ଉପନିର୍ବାଚନ । ସାନି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ । ତେବେ ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗଭୀର ଶୋକ

ଭୁବନେଶ୍ବର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକୋଶ କରିଛନ୍ତି । ଅଜିତଙ୍କ ଦେହାନ୍ତ ବିଷୟରେ ଜାଣି ଖୁବ ଦୁଃଖିତ ଓ ମର୍ମାହତ ଥିବା କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ ।…

ଅପମିଶ୍ରିତ ଅଟା ଖାଇ ୪୦୦ ଲୋକ ଅସୁସ୍ଥ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳର ଅତି କମରେ ୪୦୦ ଲୋକ ବାନ୍ତି ଏବଂ ଚେତା ହରାଇବା ପରେ ମଙ୍ଗଳବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅପମିଶ୍ରିତ ଅଟା ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିବା ଡାକ୍ତର ସନ୍ଦେହ କରୁଥିବା ସୂଚନା ମିଳିଛି। ତେବେ ଉପଯୁକ୍ତ ସମୟରେ…

କରୋନାରେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ

ରାୟପୁର: ଛତିଶଗଡର କୋଭିଡ କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ ସେଣ୍ଟରର ମୁଖପାତ୍ର ତଥା ଜଣେ ବରିଷ୍ଠ ଡାକ୍ତର ବୁଧବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ ଡକ୍ଟର ପାଣ୍ଡେ ପୂର୍ବରୁ କରୋନା ଟିକା ମଧ୍ୟ ନେଇଥିଲେ। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ମଧ୍ୟ…

ଦୁଃଖଦ ଖବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ, ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ପିପିଲି: ଆଉ ନାହାନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ନିର୍ବାଚନର ତିନି ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଅଜିତ । ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା…

ପାଣିପାଗ ବିଭାଗର ସୂଚନା: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୬0 କିଲୋମିଟର ରହିବ ବୋଲି ପାଣିପାଗ…

ମନ୍ତ୍ରୀ କୈଲାଶ ଗହଲୋଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ପରିବହନ ଏବଂ ଆଇନ ମନ୍ତ୍ରୀ କୈଲାଶ ଗହଲୋଟ୍ ବୁଧବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ ପୃଥକ୍‌ ଭାବେ ରହିଛି। ଏହାସହିତ ସମ୍ପ୍ରତି ଯେଉଁମାନେ ମୋ ସହ ସଂସ୍ପର୍ଶରେ…

ନିଜର ଡିଜିଟାଲ୍‌ ମିଡିଆ ପ୍ଲାଟଫର୍ମ ଲଞ୍ଚ କଲା କଂଗ୍ରେସ

ନୂଆଦିଲ୍ଲୀ: ବୁଧବାର ଦିନ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ୟୁଟ୍ୟୁବରେ ନିଜର ଡିଜିଟାଲ ମିଡିଆ ପ୍ଲାଟଫର୍ମ INC ଟିଭି ଲଞ୍ଚ କରିଛି । ଶାସକ ଦଳ ଭାରତୀୟ ଜନତା ପାର୍ଟିର ୩.୬୭ ମିଲିୟନ ଅନୁସରଣକାରୀଙ୍କ ସହିତ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। କଂଗ୍ରେସ ମୁଖ୍ୟାଳୟରେ…

ଡାକ୍ତରଖାନାରୁ ୩୨୦ ଡୋଜ କୋଭାକ୍ସିନ୍‌ ଟିକା ଚୋରି

ଜୟପୁର: ବୁଧବାର ଦିନ ଜୟପୁରର ଏକ ଡାକ୍ତରଖାନାରୁ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର ୩୨୦ ଡୋଜ ଚୋରି ହୋଇଛି। ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ଯିବା ବାଟରେ ଟିକା ଚୋରି ହୋଇଥିବା ଖବର ସାମ୍‌ନାକୁ ଆସିଛି। କୋଭାକ୍ସିନର ଗୋଟିଏ ପାତ୍ରରେ ୧୦ ଟି ଟିକା ରହିଥାଏ। ୩୨ ଟି…

ବଟି ଆଦାୟ ମାମଲା: ସିବିଆଇରେ ହାଜର ହେଲେ ଅନୀଲ ଦେଶମୁଖ, ସିବିଆଇ କରିଥିଲା ସମନ

ମୁମ୍ୱାଇ: ବଟି ଆଦାୟ ମାମଲା । ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି । ଗତ ଏପ୍ରିଲ ୧୨ ତାରିଖରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏହାପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ…