Latest Odisha News

BREAKING NEWS

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ପରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଏବଂ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଜୁନ୍ ୧ ରେ ସ୍ଥିତିର ସମୀକ୍ଷା…

ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ପଜିଟିଭ୍ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ପିଜିଟିଭ୍ ବାହାରିଛନ୍ତି ।…

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ 

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି…

ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ…

ଅନୁଭୂତିରେ ପଣା ସଂକ୍ରାନ୍ତି : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ଗାଁ ଓ ସହର ଉଭୟ ଜାଗାରେ ପଣା ସଂକ୍ରାନ୍ତି ଅନୁଭବିଛି । ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏ ସବୁ ଧାର୍ମିକ ଦିଗ ଅପେକ୍ଷା ମୋତେ ବେଶୀ ଆକୃଷ୍ଟ କରିଛି ବିଭିନ୍ନ ପ୍ରକାରର ପଣାର କଳ୍ପନା ଓ ପ୍ରସ୍ତୁତି ପ୍ରଣାଳୀ । ଗାଁରେ ତୁଳସୀ ଚଉରା ଉପରେ ବନ୍ଧା ହୋଇଥିବା ନଡ଼ିଆ…

ପ୍ରଥମ ଡୋଜ୍ ଟିକା ନେବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ପ୍ରାଥମିକ ଲକ୍ଷଣ ଦେଖା ଦେବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । କରୋନା ସଂକ୍ରମିତ ହେବା ପରେ ସେ ଏବେ…

ବ୍ୟଙ୍ଗ : ବହୁ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ । ମାଡ଼ୁଆ ଭାଇଙ୍କଠୁ…

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍…

ସୁସ୍ଥ ହେଲେ ଆଲିଆ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଆଲିଆ। ଆଲିଆ ଭଟ୍ଟ ଆଜି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ସୂଚନା ଦେଇଛନ୍ତି ଯେ, ତାଙ୍କ ରିପୋର୍ଟ କୋଭିଡ୍‌ ନେଗେଟିଭ ଆସିଛି। ଆଲିଆ ଏପ୍ରିଲ୍ ୨ରେ କରୋନା ସଂକ୍ରମିତ ହୋଇଥିଲେ। ଏହାପୂର୍ବରୁ ଆଲିଆଙ୍କ ବଏ୍‌ ଫ୍ରେଣ୍ଡ୍‌…

ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍, ସମସ୍ତ ରାସ୍ତା ସିଲ୍ କଲା ଜିଲ୍ଲା ପ୍ରଶାସନ, ଏପ୍ରିଲ ୩୦ଯାଏଁ ବସ୍ ସେବା ବନ୍ଦ…

ମାଲକାନଗିରି: ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍ ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ଏପ୍ରିଲ ୩୦ ପର୍ଯ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଯାତାୟାତ…