Latest Odisha News

BREAKING NEWS

ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର। ସୂଚନା ଅନୁଯାୟୀ ଆଇଟି ନିୟମ ପାଳନ ନ କରିଥିବା ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଟ୍ୱିଟର। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଅନୈତିକ…

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳି ବିନିମୟ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଏଥିରେ ମାଓବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କୁଲାବେଡ଼ା…

ଗୋଟିଏ ମ୍ୟାଚରେ ୬ ରେକର୍ଡ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ବୁଡାପେଷ୍ଟ: ଆଧୁନିକ ଫୁଟବଲର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋକପରେ ଗୋଟିଏ ମ୍ୟାଚରେ ୬ଟି ରେକର୍ଡ ସୃଷ୍ଟି କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପର୍ତୁଗାଲ ୩-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି ।…

ଦେଶରୁ ୬୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୯ ଲକ୍ଷ ତଳେ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖସୁଛି ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୨ହଜାର ୨୨୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ…

ଗାଜା ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ଗଲା ଇସ୍ରାଏଲ୍

ଜେରୁଜେଲମ୍: ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ବିମାନରୁ ଆକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରିଛି ଇସ୍ରାଏଲ୍ ସେନା । ଆଜି ସକାଳେ ଗାଜା ଷ୍ଟ୍ରିପରେ ଥିବା ହମାସ ଆତଙ୍କୀ ସଂଗଠନର ସାମରିକ କମ୍ପ୍ଲେକ୍ସ ଓ ସମ୍ମିଳନୀ କକ୍ଷରେ ଲଢୁଆ ବିମାନ ଯୋଗେ ହମଲା ହୋଇଥିଲା । ଏଥିରେ ମୃତାହ…

ଓଡ଼ିଶାରୁ ଆଉ ୪୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୪ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର ଜୀବନ ଯାଇଛି ।…

ଆଜି ଓଡ଼ିଶାରେ ଅନଲକ୍ ନିଷ୍ପତ୍ତି: କେଉଁ ଜିଲ୍ଲା ଖୋଲିବ, କେଉଁଠି କଣ ରହିବ କଟକଣା ?

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରେ ଓଡ଼ିଶାରେ ସରୁଛି ଲକଡାଉନ୍ । ଆଜି ଆସିବ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ପର୍ୟ୍ୟାୟକ୍ରମେ ଅନଲକ୍ ଘୋଷଣା କରିପାରନ୍ତି ସରକାର । କେଉଁ ଜିଲ୍ଲା ଅନଲକ୍ ହେବ ? କେଉଁ ଜିଲ୍ଲାରୁ ଖୋଲିବ ନାହିଁ ତାଲା ? ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।…

ଓଡ଼ିଶାରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଜି ୩୫୩୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୪ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୧୯ ।…

ଠିଆ ହୋଇଥିବା ଗାଡ଼ିକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଓ ଜଣେ ଗୁରୁତର

କଟକ: ଅଶୁଭ ମଙ୍ଗଳବାର । ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି…

ଏକାମ୍ର ପରମ୍ପରା : ଶୀତଳ ଷଷ୍ଠୀ

ସୁକାନ୍ତ ପଣ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ…