Latest Odisha News

BREAKING NEWS

ସାତ ମାସ ପରେ ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ । କରୋନା ଓ ଲକଡାଉନ୍ ଯୋଗୁ ସାତ ମାସ ବନ୍ଦ ରହିଥିଲା । ଆଜି ପୁଣି ଥରେ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସି । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ଜିପ୍ ସଫାରିକୁ କେବଳ…

ରାଉରକେଲାରେ ୧୨ କୋଟିର ଜିଏସଟି ଠକେଇ

ରାଉରକେଲା: ଓଡ଼ିଶାରେ ପୁଣି ଥରେ ସାମନାକୁ ଆସିଛି ଏକ ବଡ଼ ଧରଣର ଜିଏସଟି ଠକେଇ । ରାଉରକେଲାରେ ୧୨ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ନେଇ ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି । ଜାଲ୍ ଆକାଉଣ୍ଟ ଅର୍ବାନ…

ଲାଲବାହିନୀ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବରକାଣ୍ଡ । ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଆଉ ଦୁଇ ଜଣଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଛାଡ଼ି ଦେଇଛନ୍ତି । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଜଣଙ୍କୁ ଗଳାକାଟି ହତ୍ୟା କରିଛି…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ୬ କୋଟି ୫୩ ଲକ୍ଷର ସମ୍ପତ୍ତି

ଭୁବନେଶ୍ୱର: କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ । ଭୁବନେଶ୍ୱର ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତିର…

ନବରାତ୍ରର ପଞ୍ଚମ ଦିନ; ସ୍କନ୍ଦମାତା ଭାବେ ପୂଜା ପାଉଛନ୍ତି ଶକ୍ତି ସ୍ବରୂପିଣୀ ମା’

ଭୁବନେଶ୍ୱର: ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୨୧-୧୦-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ଅକ୍ଟୋବର ତା ୨୧ ରିଖ ବୁଧବାର ତୁଳା ୫ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର   ଘାତ ବାର:-କର୍କଟ ରାଶିର  ଘାତ ଚନ୍ଦ୍ର:- ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ…

ଆଇପିଏଲ୍ ପରେ ଲଙ୍କା ପ୍ରିମିୟର ଲିଗ୍‌, ଭାରତରୁ ମାତ୍ର ୨ ଖେଳାଳି !

ଭୁବନେଶ୍ୱର: ଆଇପିଏଲ ପରେପରେ ଆରମ୍ଭ ହେବ ଏଲ୍‌ପିଏଲ୍‌(ଲଙ୍କା ପ୍ରିମିୟର ଲିଗ୍‌) । ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏହି ଟି୨୦ ପ୍ରତିଯୋଗୀତାରେ ଭାଗ ନେବେ ମାତ୍ର ୫ଟି ଟିମ୍ । ୧୫ ଦିନ ମଧ୍ୟରେ ଅନୁଷ୍ଠିତ ହେବ ୨୩ଟି ମ୍ୟାଚ୍ । ନଭେମ୍ବର ୮ରେ ଆଇପିଏଲ ସରୁଥିଲାବେଳେ ନଭେମ୍ବରରୁ ୨୧ରୁ…

ଶିଖରଙ୍କ ଶତକ ବେକାର, ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ହରାଇଲା ପଞ୍ଜାବ

ଦୁବାଇ: ଆଇପିଏଲର ଆଜିର ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ହରାଇଲା କିଙ୍ଗ ଇଲେଭେନ ପଞ୍ଜାବ । ବେକାର ଗଲା ଶିଖର ଧୱନଙ୍କ ଶତକ । ନିକୋଲସ୍ ପୁରାନଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୬୫ ରନ ଟାର୍ଗେଟର ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ…

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ…

[ଭିଡିଓ] ବୟସ ୬୮, ସାଇକେଲରେ ୨୨୦୦ କିମି ଦୂର ଯିବେ ଠାକୁର ଦେଖି !

ମୁମ୍ବାଇ: ଭକ୍ତିରେ ଭୋଳ ଭକ୍ତ କିଛି ବି କରିପାରେ । ଚାଲିପାରେ ନିଆଁରେ, ଝୁଲିପାରେ କଣ୍ଟାରେ ଓ ରହିପାରେ ଯାବତଜୀବନ ଉପବାସରେ । ତେବେ ଏଭଳି କୌଣସି ଉଦାହରଣ ନୁହେଁ ବରଂ ଜଣେ ମହିଳାଙ୍କ ଭକ୍ତି ଆଗରେ ସତରେ ଅବା ହାର ମାନିଛି ବୟସର ବାଧକତା । ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ମାତ୍ରାରେ…