Latest Odisha News

BREAKING NEWS

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ…

କରୋନା ପାଇଁ ନୂଆପଡ଼ାରେ ବନ୍ଦ ରହିବ ଦୋକାନ ବଜାର

ନୂଆପଡ଼ା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବା ସହ ଲୋକେ ଭୟଭୀତ ହେଲେଣି । କରୋନା ସଂକ୍ରମଣକୁ ନଜରରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବଡ଼ ନିଷ୍ପତ୍ତି ନେଇଛି ବଣିକ ସଂଘ । ଆସନ୍ତା ଏପ୍ରିଲ ୧୬ ତାରିଖରୁ…

କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ୭ଟି ଦୋକାନ ସିଲ୍, ନବରଙ୍ଗପୁର ଜିଲ୍ଲା ପ୍ରଶାସନର କଡା ଯାଞ୍ଚ

ଉମରକୋଟ: ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସାବାର୍ଡ କରିବାକୁ କଡା ଯାଞ୍ଚ କରୁଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଏହାସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି…

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନିଜକୁ ଆଇସୋଲେଶନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି କି ଯୋଗୀ ଆଦିତ୍ୟନାଥ କେତେକ କର୍ମଚାରୀଙ୍କ ସଂସ୍ପର୍ଶରେ…

ଆଜିଠୁ ଗଡ଼ିଲା ଭୁବନେଶ୍ବର-ନୟାଗଡ଼ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନ୍ ଆଜି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଛାଡିଛି । ଏହି ଟ୍ରେନ୍ ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଭୁବନେଶ୍ବର ଅଭିମୁଖେ ଛାଡିବ । ତେବେ ଏହି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତିକରଣ ରୁଟରେ ଚଳାଚଳ…

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ : ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ୍ ଆଣ୍ଡ ଆଡମିଷ୍ଟ୍ରେସନ ଏନେଇ ଟ୍ବିଟ୍ କରି…

ଆସନ୍ତୁ ଜାଣିବା କରୋନାର ଭୟଙ୍କର ରୂପ ବେଳେ କଣ ରହିଛି ଆଶ୍ୱସ୍ତିକର ଖବର !

ଭୁବନେଶ୍ୱର: ଯେଉଁ ଭୟ କରାଯାଉଥିଲା ତାହା ଧିରେ ଧିରେ ପ୍ରମାଣିତ ହେଉଛି । ଅସାବଧାନତା ଯୋଗୁ କିଲର କରୋନା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖୁସି ଖବର ହସ୍ତଗତ ହୋଇଛି । ଆମେରିକାରେ ବଡ ଔଷଧ କମ୍ପାନୀ ରେଜିନେନର ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା କକଟଲେ ଆଟିଂବଡିଜ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

କରୋନାରୁ ସୁସ୍ଥ ହେଲେ ଆଉ ୫୨୩ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୫୨୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…