Latest Odisha News

BREAKING NEWS

ଡାକ୍ତରଙ୍କ ମହାନତା, ଅସୁସ୍ଥ ବାଳକକୁ କାନ୍ଧରେ ବୋହି ନେଲେ ମେଡିକାଲ

ମାଲକାନଗିରି: ଓଡ଼ିଆର ଉପାନ୍ତ ଜିଲ୍ଳା ମାଲକାନଗିରିର ଜଣେ ଡାକ୍ତର ଲୋକଙ୍କ ମନକିଣି ନେଇଛନ୍ତି । ଡାକ୍ତର ଜଣଙ୍କ ନୂଆପଡା ଗ୍ରାମର ଜଣେ ଅସୁସ୍ଥ ବାଳକକୁ ପ୍ରାୟ ପାଞ୍ଚ କିମି ଦୂର ଡାକ୍ତରଖାନା ଯାଏଁ କାନ୍ଧରେ ବୋହି ନେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା…

ରାଶି ଅନୁସାରେ କରନ୍ତୁ ବିଶ୍ୱକର୍ମାଙ୍କ ଆରଧନା, ମିଳିବ ଶୁଭଫଳ

ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳନ କରାଯାଇଥାଏ । ଏହି ଦିନକୁ ମଧ୍ୟ ବିଶ୍ୱକର୍ମା ଜୟନ୍ତୀ କୁହାଯାଇଥାଏ । ସୃଷ୍ଟିର ରଚୟତା ବ୍ରହ୍ମାଙ୍କ ସପ୍ତମ ଧର୍ମପୁତ୍ର ରୂପେ ଆଜି ଦିନରେ ତାଙ୍କର ଜନ୍ମ ହୋଇଥିଲା । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ…

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା ବିଚିତ୍ର ବିଶ୍ୱାଳ ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ…

ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଅକ୍ଟୋବର ୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ଏହାର ଶୁଣାଣିକୁ ସୁପ୍ରିମକୋର୍ଟ ଅକ୍ଟୋବର ୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗଠିତ ଖଣ୍ଡପୀଠରେ ଥିବା ଜଷ୍ଟିସ ଅରୁଣ ମିଶ୍ର, ବି ଆର ଗଭାଇ ଏବଂ ଏମ ଆର ଶାହ ଶୁଣାଣିକୁ ଅକ୍ଟୋବର ୩…

ଦେଶରେ ୫ରୁ ୬ ଟଙ୍କା ବଢ଼ିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାଉଦି ଆରବର ସର୍ବବୃହତ୍ତ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଲିଟର ପିଛା ପେଟ୍ରୋଲ ଦର ୫ ରୁ ୬ ଟଙ୍କା ବୃଦ୍ଧି ପାଇବ ନେଇ ଦୁଇଟି ଜାତୀୟ ବିଜନେସ ନ୍ୟୁଜ ସାଇଟ ଆକଳନ କରିଛନ୍ତି । ଅନ୍ତର୍ଜାତୀୟ…

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି.…

ଆସନ୍ତାକାଲିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ । ରାଜନଗରର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଏବଂ ବନ୍ୟପ୍ରାଣୀ ଡିଭିଜନର ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତତ୍ୱରେ ୨ଟି ଟିମ୍ ସହ ୫ ଜଣ ଫରେଷ୍ଟ କର୍ମଚାରୀ ପକ୍ଷୀ ଗଣନା…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…

ଆଇଆଇଟି ଲାଗି ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ଲାଗି ୨୦୨୦ ମସିହା ମେ’ ୧୭ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ…