Latest Odisha News

BREAKING NEWS

କାଳବୈଶାଖୀ ସତର୍କତା, ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ରାଜ୍ୟର ଆଭ୍ୟନ୍ତର, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି । ଆଜି ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ…

କରୋନା କଟକଣା ସହ ପାଳନ ହେବ ସ୍ୱର୍ଗତ ନେତା ବିଜୁ ବାବୁଙ୍କ ୨୪ତମ ପୂଣ୍ୟତିଥି

ଭୁବନେଶ୍ୱର: ୧୯୯୭ ମସିହା ଏପ୍ରିଲ ୧୭ରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ଏ ନେଇ ଆସନ୍ତା ଏପ୍ରିଲ୍ ୧୭ରେ ଓଡିଶାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ୨୪ ତମ ପୂଣ୍ୟତିଥି ପାଳନ କରାଯିବ ଏବଂ ସମସ୍ତ କୋଭିଡ୍‌…

ମନ୍ଦିର ପରିସର ଫାଙ୍କା, ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା, କରୋନା କଟକଣାରେ ପାଳନ ହେଉଛି ଘଟଗାଁ ମା’ ତାରିଣୀଙ୍କ ଚଇତି…

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ । କରୋନା ଯୋଗୁ ଗହଳିଚହଳି ଲାଗି ରହୁଥିବା ମାଆଙ୍କ ମନ୍ଦିର ଖାଁ ଖାଁ । ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ମନା କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ମା’ ତାରିଣୀଙ୍କ ଚଇତି ପର୍ବ ପାଳନ କରାଯାଉଛି । ଆଜି ପଞ୍ଚମ…

ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ୧୭ ବର୍ଷ ଧରି ବାଦ୍ୟ‌ ବଜାଇ ଅର୍ଥ ସଞ୍ଚୟ କରୁଥିଲେ ବ୍ୟକ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ୭୭ ବର୍ଷ ବୟସ୍କ ବୃଦ୍ଧ ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ବିଗତ ୧୭ ବର୍ଷ ଧରି ଭାଓଲିନ୍‌ ବଜାଇ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ଦୁଇ ଦମ୍ପତିଙ୍କ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ବପନ…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା: ବିଏମସି, ସଂକ୍ରମଣ ବଢୁଥିବାରୁ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି । ଏହାସହ ବଡ ଆକାରରେ କୌଣସି ପୂଜା ହୋଇପାରିବ ନାହିଁ ବୋଲି ବିଏମସି ସଫା ସଫା କହିଛି ।…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍‌ସ ଯାଞ୍ଚ ମାମଲା; ଧରା ହେଲେ ଆଉ ୨ ଡ୍ରଗ୍‌ସ ବେପାରୀ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍‌ସ ମାମଲା ସହ ଜଡ଼ିତ ଆଉ ଦୁଇ ଜଣ ଡ୍ରଗ୍‌ସ ବେପାରୀଙ୍କୁ ଏନ୍‌ସିବି ଧରିଥିବା ଜଣାପଡ଼ିଛି। ସୋମବାର ରାତିରେ ମୁମ୍ବାଇର ମଲାଡ, ସାଣ୍ଟାକ୍ରୁଜ ଏବଂ ପାରେଲ ଅଞ୍ଚଳରେ ଏନ୍‌ସିବି ରେଡ୍‌ କରିଥିଲା। ଏଥିରେ ଏନସିବି ମୁମ୍ବାଇର ଜୋନାଲ…

ସୌରୀବଂଧୁ ଥିଲେ ସମସ୍ତଙ୍କ ବଂଧୁ

ପରମେଶ୍ୱର ଧଳ (ସୌରୀବଂଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ) ଗତ ତା ୧୩.୦୪.୨୦ ରିଖ ରାତି ୧୧ଟା ଓ.ଟି.ଭି ଖବର ପ୍ରସାରଣରେ ଦେଖିବାକୁ ମିଳିଲା ଶ୍ରୀ ସୌରୀବଂଧୁ କରଙ୍କ ପରଲୋକ ଗମନ ଖବର । ତା’ ପରଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଟ ଶ୍ରମିକ ନେତାମାନେ ତାଙ୍କ…

‘ଶାଦୀ ମୁବାରକ୍‌’ ଆକ୍ଟର ମାନବ ଗୋହିଲ କରୋନା ପଜିଟିଭ

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ସୋ 'ଶାଦୀ ମୁବାରକ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନବ ଗୋହିଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ଶୋ’ର ଅନ୍ୟ ଦଳର ସଦସ୍ୟମାନଙ୍କର ମଧ୍ୟ…

ମହାମାରୀ‌ ଚାପରୁ ମୁକ୍ତି ପାଇବା ପାଇଁ ନୂଆ ଥେରାପି ବାହାର କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ମହାମାରୀ ଏବଂ ଲକଡାଉନ୍ ଆମ ଜୀବନର ପଦ୍ଧତିକୁ ଅନେକ ମାତ୍ରାରେ ବଦଳାଇଦେଇଛି। କିନ୍ତୁ ଏପରି କଠିନ ସମୟ ଦେଇ ଗତି କରିବାର ଏକମାତ୍ର ମନ୍ତ୍ର ହେଉଛି ନିଜ ଉପରେ ବିଶ୍ୱାସ କରିବା ଏବଂ ଏକ ସକାରାତ୍ମକ ମନୋଭାବ ଆଣିବା। ତେବେ ଏହି ମହାମାରୀ ଚାପରୁ ମୁକ୍ତି ପାଇବା ପାଇଁ ବଲିଉଡ୍‌…

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର ।…