Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜାରି ରହିଛି ତାତି । ପାରଦ ବଢ଼ୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ାରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ । ଆଜି…

ମହାରାଷ୍ଟ୍ରକୁ କରୋନା ଭୟ, ହୋଇପାରେ ୧୫ ଦିନିଆ ଲକଡାଉନ୍, ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର ।…

ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୯୧ ନୂଆ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୯୧ ପଜିଟିଭ୍ । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ଜଣ ଲୋକାଲ କେସ୍ ଥିବା ବେଳେ, କ୍ବାରେଣ୍ଟାଇନରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି…

ଏଥର ଅଫିସିଆଲ, ଜ୍ୱାଲା-ବିଷ୍ଣୁଙ୍କ ବିବାହ ଏପ୍ରିଲ ୨୨ରେ

ନୂଆଦିଲ୍ଲୀ:ବ୍ୟାଡମିଂଟନ ଷ୍ଟାର ଜ୍ୱାଲା ଗୁଟ୍ଟା ଏଥର ତାଙ୍କ ବିବାହ କେବେ ହେବ ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ବିଷ୍ଣୁ ବିଶାଲ ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ଏପ୍ରିଲ ୨୨ରେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଜଣାଇଛନ୍ତି । କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ…

ରମଜାନ ପାଇଁ ସିଏମସିର କଟକଣା: ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା…

କଟକ: ଅସନ୍ତାକାଲିଠାରୁ ଆରମ୍ଭ ହେଉଛି ରମଜାନ ମାସ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରମଜାନ ପାଇଁ ସିଏମସିର କଟକଣା ଜାରି କରିଛି । ମସଜିଦରେ ନମାଜ ପାଠ ପାଇଁ ଶହେ ଲୋକଙ୍କୁ ଅନୁମତି ମିଳିବ । ବୟସ୍କ ଲୋକ, ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ନମାଜ ପାଠ ପାଇଁ ଅନୁମତି ଦିଆଯାଇନାହିଁ ।…

‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ

ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ…

କୋଭିଡ୍‌ ନିୟମ ଉଲ୍ଲଘଂନ; ଫାଇନ୍‌ ଭରିଲେ ଟ୍ରାଫିକ୍ କନେଷ୍ଟବଳ

ପୁରୀ: ମଙ୍ଗଳବାର ଦିନ ପୁରୀର ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଡ୍ୟୁଟିରେ ଥିବା ସମୟରେ ମାସ୍କ ନ ପିନ୍ଧିଥିବାରୁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି। ‌ଏ ନେଇ ପୁରୀ ଏସପି ସମର୍ଥ ବର୍ମା ଟୁଇଟ୍‌ କରି କହିଛନ୍ତି ଯେ, “ମାସ୍କ ନ ପିନ୍ଧିଥିବାରୁ ଆମେ ନିଜ ଟ୍ରାଫିକ କନେଷ୍ଟବଳଙ୍କୁ ୨୦୦୦…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ 

ଭୁବନେଶ୍ୱର: ଆଜି ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ବାଲେଶ୍ୱର ମୁନସିପାଲିଟି ଅଚଂଳରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ଏହି ପ୍ୟକେଜ ଘୋଷଣା କରାଯାଇଛି । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ…

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ 'ଲିଗାସି'ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା। ଲିଗାସି ୱେବ୍‌ ସିରିଜ…

ଘର ଅଗଣାରୁ ୧୪ ଫୁଟ ଲମ୍ବ ଅହିରାଜ ଉଦ୍ଧାର

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରୁ ଏକ୧୪ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା ପଥର ଭିତରେ ପଶିଗଲା। ପରେ ଗାଁ ଲୋକ ଏନେଇ ସ୍ଥାନୀୟ ବନ ବିଭାଗକୁ…