Latest Odisha News

BREAKING NEWS

ଆଜି ବି ମନେ ପଡନ୍ତି ସୁଶାନ୍ତ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା। ଗତ ବର୍ଷ ଠିକ୍‌ ଆଜିର ଦିନରେ ଘଟିଥିଲା ଏହି ଦୁଃଖଦ ଘଟଣା। ଯାହା ଆଜି ବି ଲୋକଙ୍କ ମନରୁ ଲିଭିପାରିନି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ପ୍ରଶଂସକମାନେ ଅତ୍ୟନ୍ତ ଚକିତ ହୋଇଯାଇଥିଲେ। ଦୀର୍ଘ ଦିନ…

କରୋନା କଟକଣାରେ ରଜ ପର୍ବ ପାଳିତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ଚଳିତ ଥର ରଜ ପର୍ବ ପାଳନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଫଳରେ 'ପହିଲି ରଜ'କୁ ଘରେ ରହି ସମସ୍ତେ ପାଳନ‌ କରୁଛନ୍ତି। ସୂଚନା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଏକାଠି ରଜ ମହୋତ୍ସବ ପାଳନ ପାଇଁ ମିଳିନି ଅନୁମତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋସିଆଲ୍‌ ମିଡିଆକୁ ଫେରିଲେ ଅଙ୍କିତା

ମୁମ୍ବାଇ: ଆଜି ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଲା। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। କିଛିଦିନ ତଳେ ସୋସିଆଲ୍‌ ମିଡିଆରୁ ସ୍ବଳ୍ପ ସମୟ ପାଇଁ ବିରତୀ ନେଇଥିଲେ ଅଭିନେତ୍ରୀ ଅଙ୍କିତା ଲେଖଣ୍ଡେ। ଗୁଜବ ଉଠିଥିଲା ଯେ ସୁଶାନ୍ତ ସିଂ…

ଏହି ରାଜ୍ୟରେ ଜୁନ୍‌ ୨୧ ଯାଏ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ବଢିଲା କରୋନା କଟକଣା। କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ…

ଅନଲାଇନରେ ହେବ ପିଜି ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଦ୍ୱିତୀୟ ଏବଂ ଅନ୍ତିମ ସେମିଷ୍ଟାର ପରୀକ୍ଷା ଅନଲାଇନ୍ ମୋଡରେ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ଏହି ପରୀକ୍ଷା ଜୁଲାଇ ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ କୁମାର…

ଏଲଜେପିରେ ଫାଟ: ଚିରାଗ ପଡିଲେ ଏକୁଟିଆ, ପଶୁପତି ସଂସଦୀୟ ଦଳର ନେତା

ପାଟନା:ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ଆଜି ଫାଟ ସୃଷ୍ଟି ହୋଇଛି । ଦଳର ୫ ସାଂସଦ ଚିରାଗ ପାସୱାନଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ଏମାନେ ହେଲେ ପଶୁପତି ପରାସ, ପ୍ରିନ୍ସ, ମେହବୁବ ଅଲୀ କେସିଆର, ଭୀନା ଦେବୀ ଏବଂ ଚନ୍ଦନ ସିଂ । ପଶୁପତିଙ୍କୁ ସଂସଦୀୟ ଦଳର ନେତା କରାଯାଇଛି ।…

ନଫ୍‌ତାଲି ବେନେଟ୍‌ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍‌। ସରିଲା ନେତାନ୍ୟାହୁଙ୍କ ଯୁଗ। ବେଞ୍ଜାମିନ୍‌ଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି ବେନେଟ୍ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍…

ଦେଶରେ କମୁଛି ଦୈନିକ ସଂକ୍ରମଣ; ୭୦,୪୨୧ ପଜିଟିଭ, ୩୯୨୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୦,୪୨୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି। ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨୧ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୭୪ ହଜାର ୩୦୫…

୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ଜୋକୋଭିଚ

ପ୍ୟାରିସ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକଭିଚ ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହସଲ କରି ନେଇଛନ୍ତି । ଫାଇନାଲରେ ସେ ଗ୍ରୀସର ୨୨ ବର୍ଷୀୟ ଷ୍ଟିଫାନେସ ସିତାସିପାସଙ୍କୁ ୬-୭, ୨-୬, ୬-୩, ୬-୨, ୬-୪ ସେଟରେ ପରାସ୍ତ କରିଥିଲେ । କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ…

ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ…