Latest Odisha News

BREAKING NEWS

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର ।…

ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣାରେ ବସିଲେ ମମତା !

କୋଲକାତା: ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ କୋଲକାତା ଗାନ୍ଧୀ ମୂର୍ତି ତଳେ ଧାରଣାରେ ବସିଛନ୍ତି ।…

CBSE ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସିବିଏସଇ ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ପାଇଁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ ।…

କୋଭିଡ୍ ନିୟମ ଉଲ୍ଲଂଘନ: ୬ ଦିନରେ ରାଜ୍ୟରୁ ୧ କୋଟି ୮୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୋଲିସ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ଆଦାୟ ହୋଇଛି ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ…

ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି ମାରିଲେ…

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ଆଦିବାସି…

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ

ପୁରୀ: ପିପିଲି ଉପନିର୍ବାଚନ ଲାଗି ଜମିବାରେ ଲାଗିଛି ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିଥିଲେ । ଆଜି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଦଳର…

ଯୁଦ୍ଧ ପାଇଁ ଚୀନ ଉସକାଉଛି, ତାଇୱାନ ନିକଟରେ ଉଡାଇଲା ୨୫ ଯୁଦ୍ଧ ବିମାନ

ବେଜିଂ: ତାଇୱାନ-ଚୀନ ଓ ରୁଷ-ୟୁକ୍ରେନ ବିବାଦ ଧିରେ ଧିରେ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଚୀନ ତାଇୱାନ ସୀମା ନିକଟରେ ୨୫ ଯୁଦ୍ଧ ବିମାନକୁ ପରୀକ୍ଷଣ ଭାବେ ଉଡାଇବା ସହ ଅନୁପ୍ରବେଶ ମଧ୍ୟ କରିଛି । ଏଥିରେ ୱାଇ-୮ ଆଟିଂ ସବ ମେରାଇନ ଏୟାରକ୍ରାଫ୍ଟ, ଜେ-୧୬ ଓ ଏଚ-୬…

କାଲିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଧାର୍ମିକ ଅନୁଷ୍ଠାନ, ପାର୍କ ଓ ବେଳାଭୂମି ସପ୍ତାହେ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣରେ ଆଜି ୯ଗୁଣା ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କାଲିଠୁ ଏପ୍ରିଲ ୨୧ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ । ଏହ ସମୟରେ ଧାର୍ମିକ ଅନୁଷ୍ଠାନର ବିଶୋଧନୀକରଣ…

ବୁଲେଟ୍ ଠକେଇ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କମ୍ ଦାମରେ ବୁଲେଟ୍ ଯୋଗାଇ ଦେବା କହି ଠକେଇ ଘଟଣାରେ ବିକ୍ରମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତ ୫୫,୦୦୦ ଟଙ୍କା ରିହାତି ମୂଲ୍ୟରେ ବୁଲେଟ୍ ଦେବେ ବୋଲି କହି ଜଣେ ବ୍ୟକ୍ତିଙ୍କୁ ଠକିଥିଲେ। ତେବେ ଠକେଇର‌ ଶୀକାର ହୋଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ…

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଙ୍ଗଳବାର ଦିନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ କହିଛନ୍ତି ଯେ, "ମୋର କରୋନା ରିପୋର୍ଟ ପଜିଟିଭ ଆସିଛି "। ମୋର ମୌଣସି ପ୍ରକାରର ଲକ୍ଷଣ ନାହିଁ, ମୁଁ ଅନୁରୋଧ କରୁଛି ଯେ ମୋ ସହ ଯୋଗାଯୋଗ କରିଥିବା ସମସ୍ତ ବ୍ୟକ୍ତି…