ଲାଇନ୍ଚ୍ୟୁତ ହେଲା ଟ୍ରେନ୍ ଇଂଜିନ୍
ପୁରୀ: ଟ୍ରକ୍ରୁ ଲାଇନ୍ ଚ୍ୟୁତ ହେଲା ୩ଟି ବଗି । ପୁରୀ ଚନ୍ଦନପୁର-ତୁଲସୀଚଉରା ମଧ୍ୟରେ ଏକ ଖାଲି ଟ୍ରେନ୍ର ଇଂଜିନ୍, ଆଗ ୩ଟି ବଗି ଓ ପଛର ଗୋଟିଏ ଚକା ଲାଇନ୍ଚ୍ୟୁତ ହୋଇଛି । ଖୋର୍ଦ୍ଧା ରୋଡରୁ ଆସୁଥିବା ବେଳେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ…