Latest Odisha News

BREAKING NEWS

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର... ବିଚିତ୍ର ବିଶ୍ୱାଳ ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…

ଜାଣନ୍ତୁ, ବରଗଡ଼ ଚାଷୀଙ୍କ ଚମତ୍କାରିତା; ମୋବାଇଲ୍ ଆପ୍ସରୁ କିପରି ଚାଷ ଶିଖି କଲେ ପ୍ରଚୁର ଅମଳ !

ବରଗଡ଼: ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳର ରାମକୃଷ୍ଣ ପଟେଲ୍ (୨୫) ଯିଏକି ନିକଟରେ କଳାରେ ଯୁକ୍ତ ୨ ପାସ କରିଛନ୍ତି ସେ ଏକ ବିରଳ କୃତୀତ୍ୱ ହାସଲ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଜିଲ୍ଲାର ରେମୁଡ଼ା ଜୁନିୟର କଲେଜରୁ ଯୁକ୍ତ ୨ ପାଶ କରିବା ପରେ ପରେ ତାଙ୍କର…

୩ମାସ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଲେ; ଜନସାଧାରଣ ଆଶ୍ୱସ୍ତ

ଭୁବନେଶ୍ୱର: ମାତ୍ରାଧିକ ଟ୍ରାଫିକ୍ ଫାଇନ୍ ଆଦାୟକୁ ନେଇ ଗତ କିଛି ସପ୍ତାହ ହେଲା ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ପରିଶେଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍ ନିୟମ କୋହଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ସଂଶୋଧିତ ଆଇନକୁ ଆଉ ଏବେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୦ ରିଖ ମଙ୍ଗଳବାର ସିଂହ ୨୫ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର…

ବାବୁସାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର ଆହତ

ଭୁବନେଶ୍ୱର: ଓଲିଉଡ଼ ଷ୍ଟାର୍ ବାବୁସାନଙ୍କ କାର୍ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କାର୍ ମଧ୍ୟରେ ରହିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାତ୍ର ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ଉପକଣ୍ଠସ୍ଥିତ…

କଳିଙ୍ଗ ଷ୍ଟାଡ଼ିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି; ଭାରତୀୟ ପୁରୁଷ ଓ ମହିଳା ଦଳ ଖେିଳିବେ ମ୍ୟାଚ୍

ଭୁବନେଶ୍ୱର: ଦେଶର ସ୍ପୋର୍ଟସ ହବ୍ କୁହାଯାଉଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଲାଗି ଏକ ଖୁସିର ଖବର ରହିଛି । ଆସନ୍ତା ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଏହି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ…

ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ, ବାଂଲାଦେଶକୁ ୨୨୪ରନରେ ପରାସ୍ତ କଲା

ଚଟ୍ଟୋଗ୍ରାମ: କ୍ରିକେଟରେ ଇତିହାସ ରଚିଛି ନୂଆକରି କ୍ରିକେଟ ଖେଳୁଥିବା ରାଷ୍ଟ୍ର ଆଫଗାନିସ୍ତାନ । ବାଂଲାଦେଶ ପରି ଟେଷ୍ଟ ଅନୁଭବ ଥିବା ରାଷ୍ଟ୍ରକୁ ଏକମାତ୍ର ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨୨୪ ରନରେ ପରାସ୍ତ କରିଛି । ପଡ଼ୋଶୀ ଆଫଗାନିସ୍ତାନର ଏହି ଟେଷ୍ଟ ବିଜୟରେ ବିଜୟର ମୁଖ୍ୟ କର୍ଣ୍ଣଧାର…

ଚନ୍ଦ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ‘ଲ୍ୟାଣ୍ଡର ବିକ୍ରମ’: ଇସ୍ରୋ

ନୂଆଦିଲ୍ଲୀ: ଅନେକ ଆଶା ଆଶଙ୍କା ମଧ୍ୟରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟଣ-୨ କୁ ନେଇ ଆଉ ଏକ ଖୁସି ଖବର ମିଳିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅବସ୍ଥାରେ ଅଛି ଏବଂ ବିକ୍ରମର କୌଣସି ବି ଅଂଶ ଭାଙ୍ଗିରୁଜି ଯାଇନାହିଁ ବୋଲି ସୋମବାର ଦିନ ଇସ୍ରୋ ପକ୍ଷରୁ ସୂଚନା…