Latest Odisha News

BREAKING NEWS

ଆଜିଠାରୁ ଇନ୍ଦୋର ଅନଲକ୍

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଆଜିଠାରୁ ଅନଲକ୍ । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ  ।  ଅନଲକ୍ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅନୁଯାୟୀ ସହର ଖୋଲାଯିବ, କିନ୍ତୁ ସହରର…

ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ରକୁ ନେଇ ନୀରବତା ଭାଙ୍ଗିଲେ ରାଜ କୁନ୍ଦ୍ରା; କହିଲେ ଛାଡପତ୍ରର କାରଣ ଶିଳ୍ପା ନୁହନ୍ତି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ବିବାହ କରିବାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଅନେକ ସମୟରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରାଜ କୁନ୍ଦ୍ରା ଏବଂ ପ୍ରଥମ ପତ୍ନୀ…

ଲଘୁଚାପ ଜନିତ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି । ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ରେଡ୍…

ଦେବସ୍ନାନ ଯାତ୍ରା; ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ

ପୁରୀ: ଜୁନ୍ ୨୪ରେ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ କରାଯାଇଛି। ଦଇତାପତି ନିଯୋଗ ସେକ୍ରେଟାରୀ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଭୁଙ୍କ ପହଣ୍ଡି…

୩ ବର୍ଷରେ ବଜ୍ରପାତ ନେଲାଣି ୪୮ ଜୀବନ

ଢେଙ୍କାନାଳ: ଗତ ତିନି ବର୍ଷ ମଧ୍ୟରେ ଢେଙ୍କାନାଳରେ ହୋଇଥିବା ବଜ୍ରପାତରେ ପ୍ରାୟ ୪୮ ଜଣଙ୍କ ଜୀବନ ଯାଇଛି। ଏନେଇ ଡିଷ୍ଟ୍ରିକ୍ଟ ଇମରଜେନ୍ସି ଓ୍ବିଙ୍ଗ୍ କହିଛି। ଶଶାଙ୍କ ଶେଖର ମିଶ୍ର ନାମକ ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ ଆବଶ୍ୟକୀୟ…

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି…

ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ୯୩ ବର୍ଷୀୟ ବୃଦ୍ଧଙ୍କ ବର୍ଥ ଡେ ସେଲିବ୍ରେସନ୍

ବଲାଙ୍ଗିର: କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ବଲାଙ୍ଗିର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରୁ ଏମିତି ଚିତ୍ର ସାମନାକୁ ଆସିଛି । ଜଣେ ୯୩ ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧଙ୍କର ଜନ୍ମଦିନ ପାଳନ କରିଛନ୍ତି ଡାକ୍ତର । ଏଥିପାଇଁ ତାଙ୍କ ବେଡ୍ ପାଖରେ ସ୍ୱତନ୍ତ୍ର…

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ। ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ କେନ୍ଦ୍ର କରି ଏଭଳି ଆକ୍ରମଣାତ୍ମକ ଧମକ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ରାଜନୈତିକ ହଟ୍ଟଗୋଳ ମଧ୍ୟରେ ବିରୋଧୀ ନେପାଳ କଂଗ୍ରେସର ଜଣେ ପ୍ରାଦେଶିକ ଆଇନଜୀବୀ…

କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି, ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କିନ୍ନର କରିବେ ପୋଲିସ ଚାକିରି । ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବରେ ସେମାନଙ୍କୁ ନିଯୁକ୍ତି ମିଳିବ । ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ବିଜ୍ଞପ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ତେବେ…

ଟିକା ନ ନେଲେ ବ୍ଲକ୍‌ ହୋଇଯିବ ସିମ୍‌ କାର୍ଡ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର। ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର…