Latest Odisha News

BREAKING NEWS

୧୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଲାଗି ଫାଇଜର ପ୍ରସ୍ତୁତ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ଲାଗି ଫାଇଜର କମ୍ପାନି ନିର୍ମାତା ଟିକାର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ। ଏ ନେଇ ମଙ୍ଗଳବାର ଦିନ ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜର ସୂଚନା ଦେଇଛି। ଫାଇଜର କହିଛି ଯେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ କମ୍ ଡୋଜ୍…

ଟିକାକରଣ ସାର୍ଟିଫିଟେକରେ ତଥ୍ୟ ଭୁଲ୍ ଥିଲେ ଏମିତି କରିପାରିବେ ସଂଶୋଧନ

ନୂଆଦିଲ୍ଲୀ: ଟିକାକରଣ ସାର୍ଟିଫିକେଟରେ ତଥ୍ୟ ଭୁଲ୍ ଥିଲେ ଆଉ ଚିନ୍ତା କରିବାର କିଛି ନାହିଁ । ଠିକ୍ କରି ହେବ । କୋଓ୍ୱିନ୍ ପୋର୍ଟାଲରେ ଏନେଇ ସୁବିଧା ଉପଲବ୍ଧ ହୋଇଛି । ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ କରାଯାଇପାରିବ । ଟିକା ନେଇଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗଗତ ତ୍ରୁଟି…

ବେଲ ବଟମ ଟିମ୍ ସହ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । କରୋନା ମହାମାରୀ ଯୋଗୁ ଏହାର ତାରିଖ ବାରମ୍ବାର ପରିବର୍ତନ ହେଉଛି । ରିପୋର୍ଟ ମୁତାବକ ଅକ୍ଷୟ ବେଲ ବଟମ ଟିମ୍ ସହ ଆଉ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ବାସୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା…

ଦେଶରୁ ୨୪ ଘଣ୍ଟାରେ ୯୨ ହଜାର ପଜିଟିଭ୍, ୫ ରାଜ୍ୟରେ ୬୭% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଧିରେ ଧିରେ କାବୁ ପାଉଛି । ଦୈନିକ ପାଖାପାଖି ୨୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨ହଜାର ୫୯୬ ନୂଆ ଆକ୍ରାନ୍ତ । ଏଥିରେ ପାଞ୍ଚଟି ରାଜ୍ୟରୁ କେବଳ ୬୭ ପ୍ରତିଶତ ସଂକ୍ରମିତ ଅଛନ୍ତି ।…

ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ, ୩ ଜଣ ଗୁରୁତର

ବୌଦ୍ଧ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛନ୍ତି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀ…

ଓଡ଼ିଶାରେ ୪୦ରୁ ଖସୁନି କରୋନା ମୃତ୍ୟୁସଂଖ୍ୟା, ଆଜି ଗଲା ୪୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି ପ୍ରାଣଘାତୀ କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର…

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ଆଜି ରାଜ୍ୟରୁ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ, ୧୧ ଜିଲ୍ଲାରେ ଶହେରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କମୁଛି ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ପଜିଟିଭ୍…

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ,…

କବିତା : ପ୍ରୀତି ଫଲଗୁ

ନିରଞ୍ଜନ ସେଠୀ (କବି ଚନ୍ଦ୍ର) ପୂର୍ଣ୍ଣିମାର ଚାନ୍ଦ ପଦ୍ମ କମଳ ପ୍ରୀତି ପାରାବର ଛିଟା ପଲ୍ଲବିତ ଛଳେ ମଦିରା ମଲ୍ହାର କଢ଼ ଧରି ହୁଏ ଗୋଟା । କଣ୍ଟକ ଆଘାତ ଭୟ ଦାବାନଳେ ଛାତିରେ ଛନକା ଅତି ବିଭବ ମଣ୍ଡଳେ ବୈରୀ ପରାଭବ ତା ସାଥେ ସୃଜଇ ଭୀତି । ଭଙ୍ଗୁର ପଥ ଭଗ୍ନ ପାନ୍ଥଶାଳା ବିଭାବରୀ…