ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ଆରୋହୀ ମୃତ
ତାଳଚେର: ତାଳଚେର ଚାଇଁପାଳ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ମିନି ଟ୍ରକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ ।
ସୂଚନାନୁସାରେ, ସେ ଆଜି ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ…