Latest Odisha News

BREAKING NEWS

ଓଡ଼ିଶା ବିଧାନସଭା: ମରୁଡ଼ି ପରିସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତିର ଆଶଙ୍କା ନେଇ ଓଡ଼ିଶା ବିଧାନସଭାରେ ଶୁକ୍ରବାର ଦିନ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ । ଗୃହର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡ଼ି…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ପାଟଣାଗଡ଼’ ଚଳଚ୍ଚିତ୍ର

ଭୁବନେଶ୍ୱର: ବହୁ ବାଦବିବାଦ ପରେ ମୁକ୍ତିଲାଭ କରିବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'ପାଟଣାଗଡ଼ ୨୩ ଫେବ ୨୦୧୮ '  । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରାଇବର । ଉଭୟ ଓଡ଼ିଆ ଓ ତେଲୁଗୁ…

ପୁଣି ଚାଷୀ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବରକନି ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ନାକୁ ଆସିଛି। ଫସଲ ନଷ୍ଟ କାରଣରୁ ଶୁକ୍ରବାର ଦିନ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନାମ ଭକ୍ତଭାନୁ ଦଣ୍ଡସେନ । ମିଳିଥିବା ସୂଚନା ଅନୁସାରେ ମୌସୁମୀ ବର୍ଷା ସଠିକ ପରିମାଣରେ…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ

କଟକ: ଭାରତୀୟ ମହିଳା ଟେବୁଲ୍ ଟେନିସ ଦଳ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଦଳ ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ୩-୦ ପଏଣ୍ଟରେ ପରାସ୍ତ କରି ଦଳଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ମିଳିଥିବା ସୂଚନାନୁଯାୟୀ,…

ଘରେ କାହିଁକି ରଖିବେ ଲାଫିଂ ବୁଦ୍ଧ, ଜାଣନ୍ତୁ

ନିଜ ଘରେ ସୁଖ ସମୃଦ୍ଧି ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ…

ଇନସୋମ୍‍ନିଆ

ଇନସୋମ୍‍ନିଆ ନିଖିଳେଶ ମିଶ୍ର ଯଥେଷ୍ଟ ହୁଏନାଇଁ ଜମା। ଶୋଷକୁ ପାଣି, ଚିତ୍କାରକୁ ପ୍ରତିଧ୍ୱନି, ସ୍ୱପ୍ନକୁ ନିଦ, କି ମୋ' ଅଭିମାନକୁ ତମ ଭଲପାଇବା - ଜମାରୁ ଯଥେଷ୍ଟ ହୁଏନାଇଁ। ତମେ ଯେବେ ଶୋଇପଡ଼, ତମ ଶେଯ ପାଖରେ ଧୀମା ସ୍ୱରରେ କଥା ହୁଅନ୍ତି ଏମାନେ ସବୁ - ମୋ' ଶୋଷ, ମୋ'…

କର୍ଣ୍ଣାଟକ ସଙ୍କଟ: ସନ୍ଧ୍ୟା ୬ ସୁଦ୍ଧା ଆସ୍ଥା ଭୋଟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ଦିନ ୧ଟା ୩୦ ସୁଦ୍ଧା ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଗୃହର ବାଚସ୍ପତିଙ୍କୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ରାଜ୍ୟପାଳ ଏସମ୍ପର୍କୀତ ବିଧାନସଭାରେ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା

ବେଙ୍ଗାଲୁରୁ: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଟାଟକ ବିଧାନସଭାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା । ଦିନ ଗୋଟାଏ ୩୦ ମିନିଟରେ ଆସ୍ଥା ଭୋଟ ଲାଗି ଆଲୋଚନା ଆରମ୍ଭ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…

ସନ୍ଧ୍ୟା ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା (କଟକ),…

ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ: ଚିତ୍ରକଳାରେ କାନଭାସକୁ ଜୀବନ୍ତ କରୁଥିବା ମଣିଷ

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ରୂପ ହେଉଛି ନାରୀ । ସେ ହେଉଛି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟ ମମତାରେ ଭରପୂର ଏକ ଜୀବନୀ । ସେ ପରିବାରର ଗୁରୁ ଦାୟିତ୍ୱ ନେବା ସହିତ ନିଜର ଅଧୁରା ସ୍ୱପ୍ନକୁ ମଧ୍ୟ ସାକାର କରିବାରେ ସକ୍ଷମ । କାନଭାସ ଚିତ୍ରକୁ ରଙ୍ଗ ଦେଇ ଜୀବନ୍ତ କରିଦେଇଥାଆନ୍ତି…